ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ଉଦଳାରେ କାଳବୈଶାଖୀର ତାଣ୍ଡବ, ଉପୁଡିଲା ଗଛ, ଭାଙ୍ଗିଲା ଘର

2/06/2019 at 5:37 PM

ଉଦଳା ୨|୬: ମୟୂରଭଞ୍ଜ ଜିଲ୍ଲା ଉଦଳା ଅଂଚଳରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ପ୍ରବଳ ମାତ୍ରାରେ ପବନ ବର୍ଷ। ସହିତ ଘଡଘଡି ହୋଇଥିଲା । ବିଶେଷକରି ଉଦଳା ଏନଏସିରେ କାଳବୈଶାଖୀ ପ୍ରଭାବରୁ ୧୫ରୁ ଅଧିକ ଘର ଭାଙ୍ଗି ଯାଇଥିବା ବେଳେ କାନ୍ଥ ତଳେ ଚାପି ହୋଇ ଗୋଟିଏ ଗାଈ ଏବଂ ବାଛୁରୀର ମୃତ୍ୟୁ ହୋଇଥିବା ଜଣାଯାଇଛି ।

ଏହା ସହିତ ଉଦଳା ଅଂଚଳରେ ବିଶେଷ କରି ହାଇସ୍କୁଲ ଛକ, ବନବିଭାଗ କାର୍ଯ୍ୟାଳୟ, ଡାକ୍ତରଖାନା ପାଖ, ଜଗନାଥୀ ଗ୍ରାମ ସମେତ ଏନଏସିର ବିଭିନ୍ନ ଅଂଚଳରେ ବଡ ବଡ ଗଛ ଭାଙ୍ଗି ରାସ୍ତା ଉପରେ ପଡି ଅବରୋଧ ହୋଇଛି । ଏହାସହିତ ବହୁ ବିଦ୍ୟୁତ ତାର ଛିଣ୍ଡି ପଡିଥିବା ଦେଖିବାକୁ ମିଳିଛି ।       

   Related Posts