oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ଆନ୍ଦୋଳନରୁ ଓହରିଲେ କାକଟପୁର ମା ମଙ୍ଗଳା ମନ୍ଦିରର ସେବାୟତ

18/09/2018 at 3:42 PM

କାକଟପୁର ୧୮/୯ : ଆନ୍ଦୋଳନରୁ ଓହରିଲେ କାକଟପୁର ମା ମଙ୍ଗଳା ମନ୍ଦିରର ସେବାୟତ | ଗତ ୧୬ ତାରିଖରେ ଭକ୍ତଙ୍କୁ ଦୁର୍ବ୍ୟବହାର କରିଥିଲେ ୪ ସେବାୟତ | ୪ ସେବାୟତଙ୍କୁ ଗିରଫ କରିଥିଲା ପୋଲିସ | ସେବାୟତଙ୍କୁ ଗିରଫ ପରେ ସମସ୍ତ ସେବାୟତ ଅସହଯୋଗ କରୁଥିଲେ | ସେବାୟତଙ୍କ କହିବା କଥା, ପ୍ରଥମେ ମହିଳା ଓ ସେମାନଙ୍କ ପରିବାର ଲୋକ ଆକ୍ରମଣ କରିଥିଲେ। ସିସି ଟିଭିରେ କଏଦ ହୋଇଛି ସେ ସମୟର ଦୃଶ୍ୟ । ପୋଲିସ ସିସିଟିଭି ଆଧାରରେ ତଦନ୍ତ କରୁ ବୋଲି ସେବାୟତ ଦାବି କରିଛନ୍ତି । ତେବେ ୩ ଦିନ ମଧ୍ୟରେ ବିବାଦର ସମାଧାନ କରିବା ଲାଗି କାକଟପୁର ତହସିଲଦାର ପ୍ରତିଶୃତି ଦେବା ପରେ ସେବାୟତମାନେ ଆନ୍ଦୋଳନରୁ ଓହରିଛନ୍ତି |

   Related Posts