ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ; ରିପୋର୍ଟ ଦାଖଲ କଲେ ଜଷ୍ଟିସ୍ ରଘୁବୀର ଦାସ କମିଶନ

Published By : Prameya-News7 Bureau | December 01, 2018 IST

ପୁରୀ ୦୧|୧୨:  ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ରିପୋର୍ଟ ଦାଖଲ କରିଛନ୍ତି ଜଷ୍ଟିସ୍ ରଘୁବୀର ଦାସ କମିଶନ । ମୋଟ୍ ୩୨୪ ପୃଷ୍ଠାର ରିପୋର୍ଟ ଦାଖଲ କରାଯାଇଛି । ନିର୍ଦ୍ଦିଷ୍ଟ ସମୟ ଅବଧି ପୂର୍ବରୁ ସରକାରଙ୍କୁ ରିପୋର୍ଟ ଦିଆଯାଇଥିବା କହିଛନ୍ତି କମିଶନଙ୍କ ସଚିବ । ତଦନ୍ତ ସମୟରେ ମୋଟ୍ ୧୦ଟି ଆଫିଡେଫିଟ୍ ଗ୍ରହଣ କରାଯାଇଥିବା ବେଳେ, ୨ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.