ଆଜି ଶପଥ ନେବେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ କଳ୍ପେସ ସତ୍ୟେନ୍ଦ୍ର ଜାଭେରୀ
12/08/2018 at 6:35 AM

ଆଜି ଶପଥ ନେବେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ କଳ୍ପେସ ସତ୍ୟେନ୍ଦ୍ର ଜାଭେରୀ | ସେ ଓଡିଶା ହାଇକୋର୍ଟର ୩୦ ତମ ମୁଖ୍ୟ ବିଚାରପତି ଭାବେ ଆଜି ଶପଥ ଗ୍ରହଣ କରିବେ | ଆଜି ଅପରାହ୍ନରେ ଶପଥ ଗ୍ରହଣ କରିବେ ଜାଭେରୀ | ହାଇକୋର୍ଟ ପରିସରରେ ଏକ ସ୍ୱତନ୍ତ୍ର ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେସି ଲାଲ ପାଦ ଓ ଗୋପନୀୟତାର ଶପଥ ପାଠ କରାଇବେ |
Related Posts
କଳିଙ୍ଗା ଡିଏଭି ସ୍କୁଲ ନିକଟରେ ଓଲଟିଲା ସ୍ୱିଫ୍ଟ୍ କାର, ୩ ଆହତ
9 August 2022
ମଦ ବେପାରକୁ ବିରୋଧ କରିବାରୁ ଅପହରଣ ଅଭିଯୋଗ, ଥାନା ଘେରିଲେ ଲୋକେ
9 August 2022