ଲାଞ୍ଚ ନେବା ବେଳେ କନିଷ୍ଠ ଯନ୍ତ୍ରୀଙ୍କୁ ଧରିଲା ଭିଜିଲାନ୍ସ
26/12/2022 at 10:43 PM

ବାରିପଦା ୨୬/୧୨: ଭିଜିଲାନ୍ସ ହାତରେ ଧରା ପଡ଼ିଲେ ମୟୂରଭଞ୍ଜ ଜିଲ୍ଲା ବଡସାହି ବ୍ଲକର କନିଷ୍ଠ ଯନ୍ତ୍ରୀ ଆଶିଷ ଘଡ଼େଇ। ବଡ଼ସାହି-ଓରିକୂଳ ରାସ୍ତାରେ ଜନୈକ ଠିକାଦାରଙ୍କ ଠାରୁ ୬୫ହଜାର ଟଙ୍କା ଲାଞ୍ଚ ନେଲା ବେଳେ ତାଙ୍କୁ ଭିଜିଲାନ୍ସ ବିଭାଗ କର୍ମଚାରୀମାନେ ଧରିଛନ୍ତି।