ଭିଜିଲାନ୍ସ ଜାଲରେ R & B ଡିଭିଜନ୍-୧ର କନିଷ୍ଠ କିରାଣୀ, ଏକକାଳୀନ ୫ଟି ସ୍ଥାନରେ ଚଢାଉ

Published By : Prameya-News7 Bureau | December 30, 2021 IST

ବ୍ରହ୍ମପୁର ୩୦।୧୨: ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣୀ । ବ୍ରହ୍ମପୁର R & B ଡିଭିଜନ୍  - ୧ ର କନିଷ୍ଠ କିରାଣୀ ଏଲ୍ କାମରାଜ ଦାସ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି । ଅଫିସ ସମେତ ଏକକାଳୀନ ୫ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରାଯାଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ଜାରି କରାଯାଇଛି । ବ୍ରହ୍ମପୁର ଆଙ୍କୁଲି ଖଳା ସାହି,  ଆଙ୍କୁଲିର ତିନୋଟି ସ୍ଥାନ ଏବଂ କାର୍ଯ୍ୟାଳୟରେ ଚଢାଉ କରିଛି ଭିଜିଲାନ୍ସ ଟିମ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.