oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭିଜିଲାନ୍ସ ଜାଲରେ R & B ଡିଭିଜନ୍-୧ର କନିଷ୍ଠ କିରାଣୀ, ଏକକାଳୀନ ୫ଟି ସ୍ଥାନରେ ଚଢାଉ

30/12/2021 at 6:35 PM

ବ୍ରହ୍ମପୁର ୩୦।୧୨: ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣୀ । ବ୍ରହ୍ମପୁର R & B ଡିଭିଜନ୍  – ୧ ର କନିଷ୍ଠ କିରାଣୀ ଏଲ୍ କାମରାଜ ଦାସ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି । ଅଫିସ ସମେତ ଏକକାଳୀନ ୫ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରାଯାଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ଜାରି କରାଯାଇଛି । ବ୍ରହ୍ମପୁର ଆଙ୍କୁଲି ଖଳା ସାହି,  ଆଙ୍କୁଲିର ତିନୋଟି ସ୍ଥାନ ଏବଂ କାର୍ଯ୍ୟାଳୟରେ ଚଢାଉ କରିଛି ଭିଜିଲାନ୍ସ ଟିମ୍ ।

   Related Posts