ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ଲାଞ୍ଚ ନେଇ ଧରାପଡ଼ିଲେ କନିଷ୍ଠ କିରାଣୀ; ଅଟକ ରଖି ଅଧିକ ତଦନ୍ତ କରୁଛି ଭିଜିଲାନ୍ସ

22/11/2022 at 4:46 PM

ଝାରସୁଗୁଡ଼ା ୨୨/୧୧: ଲାଞ୍ଚ ନେଇ ରେଡ୍‌ ହ୍ୟାଣ୍ଡରେ ଧରାପଡ଼ିଲେ କନିଷ୍ଠ କିରାଣୀ। ଏପରି ଘଟଣା ଝାରସୁଗୁଡ଼ା କୃଷି ବିଭାଗ କାର୍ଯ୍ୟାଳୟରୁ ସାମ୍ନାକୁ ଆସିଛି। l ଭିଜିଲାନ୍ସ  ଜାଲରେ ପଡ଼ିଥିବା କିରାଣୀଙ୍କ ପରିଚୟ ଅଜୟ ପାଣ୍ଡେ। ଖବର ଅନୁସାରେ, ମଙ୍ଗଳବାର ଝାରସୁଗୁଡ଼ା କୃଷି ବିଭାଗ କାର୍ଯ୍ୟାଳୟରେ ଖରିଫ ଫସଲ ବିମା କରାଇ ଦେବାକୁ କୂଳେମୁରାର ଅଞ୍ଚଳର ଚାଷୀ ପ୍ରେମାନନ୍ଦ ସାଙ୍କ ଠାରୁ ଅଜୟ ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ତାଙ୍କୁ ଧରିଛି। l ପରେ ଲାଞ୍ଚ ଟଙ୍କାକୁ ଭିଜିଲାନ୍ସ କର୍ମଚାରୀମାନେ ଜବତ କରି ଅଜୟଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଛନ୍ତି।

   Related Posts