ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ଶୋଇଥିବାବେଳେ ଜଳିଗଲେ ଆନନ୍ଦପୁର ତହସିଲ ଅଫିସ କିରାଣି : କାରଣ ଅସ୍ପଷ୍ଟ

28/10/2019 at 9:52 AM

କେନ୍ଦୁଝର ୨୮/୧୦: ଶୋଇଥିବାବେଳେ ଘର ସହ ଜଳିଗଲେ ଯୁବକ । ଆନନ୍ଦପୁର ସୋସ ଥାନା ସଢା ଛକ ନିକଟରେ ଥିବା ଘରେ ଅଗ୍ନିକାଣ୍ଡ ହୋଇଛି।

ମୃତକ ଆନନ୍ଦପୁର ତହସିଲ ଅଫିସର ଜୁନିୟର କିରାଣୀ ଶୁକଦେବ ମୁଣ୍ଡା । ଗତକାଲି ଶୁକଦେବ ସେହି ଘରେ ଶୋଇଥିଲେ । ତେବେ ନିଆଁ କେମିତି ଲାଗିଲା ସ୍ପଷ୍ଟ ଜଣାପଡିନି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ ଚଳାଇଛି । 

   Related Posts