ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆରେ ହାତୀ ଉପଦ୍ରବ
8/06/2018 at 6:37 AM

ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆରେ ହାତୀ ଉପଦ୍ରବ । ଚଢେଇଭୋଳ ଅଞ୍ଚଳରେ ହାତୀ ପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି । ୨ ଏକରରୁ ଅଧିକ ଧାନ ଫସଲ ନଷ୍ଟ କରିଛନ୍ତି ହାତୀ ପଲ । ଏହୀ ହାତୀ ପଲରେ ୨୩ଟି ହାତୀ ଥିବା ଜଣାପଡିଛି । ହାତୀପଲଙ୍କ ଉପଦ୍ରବ ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡିଛନ୍ତି । ବନ ବିଭାଗ ପକ୍ଷରୁ ହାତୀ ପଲ ଘଉଡାଇବାକୁ ଉଦ୍ୟମ ଜାରି ରହିଛି ।
Related Posts
ନଦୀରେ ବୁଡି ଯାଇ ୩ ନିଖୋଜ, ଜଣେ ଉଦ୍ଧାର
27 March 2023