ଆଜି କଂଗ୍ରେସରେ ଯୋଗ ଦେବେ ସ୍ୱାଧୀନ ବିଧାୟକ ଜଜ ତିର୍କି

Published By : Prameya-News7 Bureau | September 19, 2018 IST

ଦିଲ୍ଲୀ ୧୯/୯ : ଆଜି କଂଗ୍ରେସରେ ଯୋଗ ଦେବେ ସ୍ୱାଧୀନ ବିଧାୟକ ଜଜ ତିର୍କି ଏବଂ ମହାନଦୀ ବଞ୍ଚାଅ ଆନ୍ଦୋଳନର ୫ ଜଣ ସଦସ୍ୟ | ଏନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବାସଭବନରେ ପହଂଚିଛନ୍ତି କଂଗ୍ରେସକର୍ମୀ | ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂଙ୍କ ଯୋଗଦେବେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.