ହାତୀ ମୃତ୍ୟୁ ରୋକିବାକୁ ଗଠିନ ହେବ ଜଏଣ୍ଟ ଟାସ୍କ ଫୋର୍ସ, ହାଇକୋର୍ଟରେ ସତ୍ୟପାଠ ଦାଖଲ କଲେ ପୋଲିସ ଡିଜି

Published By : Prameya-News7 Bureau | August 25, 2022 IST

କଟକ : ହାତୀ ମୃତ୍ୟୁ ରୋକିବାକୁ ଗଠିନ ହେବ JTF ବା ଜଏଣ୍ଟ ଟାସ୍କ ଫୋର୍ସ । ପୋଲିସ ଓ ବନ ବିଭାଗକୁ ନେଇ ଗଠିନ ହେବ JTF । ହାତୀ ମୃତ୍ୟୁ ଏବଂ ବନ୍ୟପ୍ରାଣୀ ଚାଲାଣ ରୋକିବା ପାଇଁ ଏହି ଫୋର୍ସ କାମ କରିବ । ଏନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ପୋଲିସ ଡିଜି । ସେପ୍ଟେମ୍ବର ୨୬ ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣୀ ହେବା ନେଇ ହାଇକୋର୍ଟ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.