‘ୱାର-୨’ରେ Jr NTRଙ୍କ ଦମ୍‌ଦାର ଏଣ୍ଟ୍ରି, ହ୍ରିତିକ୍‌ କଲେ କନଫର୍ମ !

ମୁମ୍ଵାଇ ୨୯।୦୫: ବଲିଉଡ୍‌ର ଗ୍ରୀକ୍‌ ଗଡ ହ୍ରିତିକ୍‌ ରୋଶନ । ବର୍ତ୍ତମାନ ‘ୱାର ୨’ ପାଇଁ ଅଭିନେତା ଚର୍ଚ୍ଚାରେ ଅଛନ୍ତି। ଗତ କିଛି ଦିନ ହେବ ଖବର ଆସୁଛି ଯେ ଫିଲ୍ମ ‘ୱାର ୨’ରେ ସାଉଥ ସୁପରଷ୍ଟାର ଜୁନିଅର ଏନଟିଆରଙ୍କୁ ହ୍ରିତିକଙ୍କ ସହ ଦେଖିବାକୁ ମିଳିବ। ବର୍ତ୍ତମାନ ଶେଷରେ ହ୍ରିତିକ୍ ମଧ୍ୟ ଏହାକୁ ନିଶ୍ଚିତ କରିଛନ୍ତି । ଜୁନିଅର NTR ‘ୱାର ୨’ ରେ ଧମାଲ କରିବେ। ପ୍ରଥମ ଭାଗ ୨୦୧୯ର ସର୍ବାଧିକ ଆୟ କରିଥିବା ବଲିଉଡ … Continue reading ‘ୱାର-୨’ରେ Jr NTRଙ୍କ ଦମ୍‌ଦାର ଏଣ୍ଟ୍ରି, ହ୍ରିତିକ୍‌ କଲେ କନଫର୍ମ !