vridhi excotica
star kirano
ori homes
vridhi excotica
star kirano
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାଙ୍ଗିଲା ଗୁଣ୍ଡିଚା ମନ୍ଦିର ରୋଷ ଘର ଚୁଲି, କୋଠଭୋଗ ଛାଡି ସବୁ ଚୁଲି ଭାଙ୍ଗିଦେଲେ ଦୁର୍ବୃତ୍ତ
  • ||
  • ଉମରକୋଟ : ଚାଲାଣ ବେଳେ କଲରା ପତରିଆ ବାଘ ଛାଲ ଜବତ, ଜଣେ ଗିରଫ
  • ||
  • ସୁବର୍ଣ୍ଣପୁର : ମୋବାଇଲ୍ ଦୋକାନରେ କଳାକନା ବୁଲାଇଲେ ଲୁଟେରା, ଲୁଟିନେଲେ ପ୍ରାୟ ୨୫ଲକ୍ଷ ଟଙ୍କାର ଫୋନ୍
  • ||
  • କଣ୍ଟାବାଞ୍ଝି : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବାଇକ୍ ପୋଡି, ଦୋକାନ ବାହାରେ ରଖିଥିବା ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ସାଲେପୁର : ଜମିବାଡି ବିବାଦକୁ କେନ୍ଦ୍ର କରି ଗୋଟିଏ ପରିବାରକୁ ମରଣାନ୍ତକ ଆକ୍ରମଣ, ଥାନାରେ ଏତଲା
  • ||
  • ଭୋଗରାଇ : ଦିଘା ସମୁଦ୍ରରେ ଗାଧୋଉଥିବା ବେଳେ ବଜ୍ରପାତ : ଦୁଇ ସାଙ୍ଗ ମୃତ, ୪ ଗୁରୁତର
  • ||
  • ୫ ହଜାର ଫୁଟ୍ ଉପରେ କକ୍‌ପିଟ୍‌ରୁ ବାହାରିଲା ଧୂଆଁ, ଜରୁରୀ ଅବତରଣ କଲା ସ୍ପାଇସ୍ ଜେଟ୍ ବିମାନ
  • ||
  • ତେଲକୋଇ : ତେଲକୋଇ ରେଞ୍ଜରେ ଘର ଭାଙ୍ଗି ଧାନ ଖାଇଗଲେ ହାତୀ ପଲ, ଘଉଡାଇବାକୁ ବନ ବିଭାଗର ଉଦ୍ୟମ
  • ||
  • ଚାନ୍ଦବାଲି : ଝିଅ ପାଇଁ ବରପାତ୍ର ଦେଖିବାକୁ ଯିବାବେଳେ ଅଘଟଣ, ବାଇକ୍‌ରୁ ଖସିପଡି ବାପାଙ୍କ ମୃତ୍ୟୁ
  • ||
  • ବିଜେପିର ମିଶନ ତେଲେଙ୍ଗାନା : ଶନିବାରଠୁ ହାଇଦ୍ରାବାଦରେ ଦଳର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ
  • ||

ଭୁବନେଶ୍ୱର ଲୋୟର ପିଏମଜିରେ ସାମ୍ବାଦିକଙ୍କ ସୁରକ୍ଷା ଦାବିରେ ଶାନ୍ତିପୂର୍ଣ ପ୍ରତିବାଦ

2/10/2018 at 12:23 PM

ଭୁବନେଶ୍ୱର ୨/୧୦ : ଗଣମାଧ୍ୟମ କଣ୍ଠରୋଧ ବିରୋଧରେ ପ୍ରତିବାଦ କରାଯାଉଛି | ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ଭୁବନେଶ୍ୱର ଲୋୟର ପିଏମଜିରେ ସାମ୍ବାଦିକମାନେ ଶାନ୍ତିପୂର୍ଣ ପ୍ରତିବାଦ କରୁଛନ୍ତି | ଏଥିରେ ବିଭିନ୍ନ ଜିଲ୍ଲାର ସାମ୍ବାଦିକମାନେ ସାମିଲ ହୋଇଛନ୍ତି | ଯେଭଳି ଭାବେ ପୁରୀ ଏବଂ ସୋରୋରେ ସାମ୍ବାଦିକମାନଙ୍କ ଉପରେ ଆକ୍ରମଣ ହୋଇଥିଲା ତାର ପ୍ରତିବାଦ କରୁଛନ୍ତି ସାମ୍ବାଦିକମାନେ | ଏ ସମ୍ପର୍କରେ ସରକାରଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସଫଳତା ମିଳିନଥିଲା | ସେଥିପାଇଁ ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି ଗଣମାଧ୍ୟମ ପ୍ରତିନିଧି |

   Related Posts