ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାର ପ୍ରତିବାଦ କରିବେ ସାମ୍ବାଦିକ
30/09/2018 at 10:09 AM

ଭୁବନେଶ୍ବର ୩୦|୯: ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାର ପ୍ରତିବାଦ କରିବେ ସାମ୍ବାଦିକ । ଆଜି ରାଜ୍ୟବ୍ୟାପୀ ସାମ୍ବାଦିକ କରିବେ ପ୍ରତିବାଦ । କଳାବ୍ୟାଜ୍ ପିନ୍ଧି ସାମ୍ବାଦିକମାନେ ପ୍ରତିବାଦ କରିବେ ବେ।ଲି ଓୟୁଜେ ପକ୍ଷରୁ କୁହାଯାଇଛି । ସାମ୍ବାଦିକଙ୍କ ଉପରେ ବାରମ୍ବାର ଆକ୍ରମଣ ହେଉଛି । ତଥାପି ସାମ୍ବାଦିକଙ୍କ ସୁରକ୍ଷା ପାଇଁ କାହାର ଦରଦ ନାହିଁ । ନା ସରକାର ନା ପ୍ରସାଶନ, କେହି ବି ଚିନ୍ତିତ ନାହାନ୍ତି ସାମ୍ବାଦିକଙ୍କୁ ସୁରକ୍ଷା ଦେବାରେ।