ଚିିକିତ୍ସାଧୀନ ଅବସ୍ଥାରେ ସାମ୍ୱାଦିକଙ୍କ ମୃତ୍ୟୁ
22/12/2022 at 7:16 PM

ସୋର ୨୨/୧୨: ସାମ୍ୱାଦିକ ଧିରେଶ ଚନ୍ଦ୍ର ବେହେରାଙ୍କ ପରଲୋକ। ଗତ କିଛି ଦିନ ହେଲା ସେ ଜଣ୍ଡିସ, ଥାଇରଏଡ଼, ମଧୁମେହ ରୋଗରେ ପୀଡ଼ିତ ହୋଇ ଆଇସିୟୁରେ ଥିଲେ। ଗୁରୁବାର ଭୁବନେଶ୍ୱରରେ ଥିବା ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ସେ ଜଣେ ପରୋପକାରୀ, ଦରଦୀ ଓ ହୃଦୟବାନ ବ୍ୟକ୍ତି ଥିଲେ। ତାଙ୍କ ବିୟୋଗରେ ସୋର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ମୃତ୍ୟୁରେ ସୋର ତଥା ଆଖପାଖ ଅଞ୍ଚଳର ସମସ୍ତ ସମ୍ୱାଦିକ ଦୁଃଖ ପ୍ରକାଶ କରିଛନ୍ତି।
Related Posts
ନବ ଦାସ ହତ୍ୟା ମାମଲା, ଗୋପାଳ ଦାସଙ୍କ ଘରେ କ୍ରାଇମବ୍ରାଞ୍ଚ ଟିମ୍
31 January 2023
ଆସିଲା ନବ ଦାସଙ୍କ ପୋଷ୍ଟମୋର୍ଟମ ରିପୋର୍ଟ, ଫିଟିପାରେ ଅନେକ ରହସ୍ୟ
31 January 2023
ଜମିଲା କନ୍ଧମାଳ ମହୋତ୍ସବ, ପଲ୍ଲିଶ୍ରୀ ମେଳାରେ କୋଟିଏ ଟଙ୍କାର ବିକ୍ରୀ
31 January 2023