ଜନସନ୍ ଆଣ୍ଡ ଜନସନ୍ ବେବି ପାଉଡରରେ ମିଳିଲା କ୍ୟାନସର ସୃଷ୍ଟିକାରୀ ସାମ୍ପଲ

ନୂଆଦିଲ୍ଲୀ – ଜନସନ୍ ଆଣ୍ଡ ଜନସନ୍ ବେବି ପାଉଡରରେ ମିଳିଲା କ୍ୟାନସର ସୃଷ୍ଟିକାରୀ ସାମ୍ପଲ । ବଜାରରୁ ୩୩ହଜାର ବେବି ପାଉଡର ଡବା ଫେରାଇ ନେଲା ଜନସନ୍ କମ୍ପାନୀ । ବେବି କେୟାର ମାର୍କେଟରେ ଆଇକନିକ୍ ବେବି ପାଉଡର ଭାବେ ବେଶ୍ ଜଣାଶୁଣା ଜନସନ୍ ବେବି ପାଉଡର ଏବେ କୋମଳମତି ଶିଶୁଙ୍କ ପାଇଁ ବିପଦ ହୋଇଛି । ଏହି ପାଉଡରରେ ମାରାତ୍ମକ ରୋଗର ଉପାଦାନ ରହିଛି ବୋଲି କୁହାଯାଇଛି । ଜନସନ ବେବି ପାଉଡରରେ ଏସବେଷ୍ଟସ୍ ଭଳି … Continue reading ଜନସନ୍ ଆଣ୍ଡ ଜନସନ୍ ବେବି ପାଉଡରରେ ମିଳିଲା କ୍ୟାନସର ସୃଷ୍ଟିକାରୀ ସାମ୍ପଲ