oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ଦେଖନ୍ତୁ: ଜୋତାରେ ପିଟିଲେ ମହିଳା ପୁଲିସ- ଛାତ୍ରୀଙ୍କୁ ମାରୁଥିଲା କମେଣ୍ଟ

21/01/2020 at 5:42 PM

କାନପୁର ୨୧।୦୧ – ଅନେକ ସମୟରେ କିଛି ଯୁବକ ଓ ଟିନ୍‌ ଏଜ୍‌ର ମନେ ମନେ ନିଜୁକୁ ସିନେମାର ହିରୋ ବୋଲି ଭାବି ଅନେକ କୁକାର୍ଯ୍ୟ କରନ୍ତି । ମାତ୍ର ଏହା ତାଙ୍କୁ ହିରୋ ନୁହେଁ ଜିରୋ ଭବେ ଅଭିହିତ କରିଥାଏ । ସିଗାରେଟ୍‌ ଟାଣିବା କମେଣ୍ଟ ମାରିବା , ବାଇକ୍‌ରେ ସୋ ବାଜି କରି ଷ୍ଟଣ୍ଟ ଦେଖାଇବା ଏପରି ଅନେକ କିଛି ।

ବେଳେ ବେଳେ ଏଥିପାଇଁ ଝଗଡା ବି ହୋଇଥାଏ । ଏପରି କୁପଥଗାମୀ ଯୁବକମାନଙ୍କୁ ଶିକ୍ଷା ଦେଇଛନ୍ତି କାନପୁରର ଜଣେ ମହିଳା ପୁଲିସ କର୍ମୀ ।

କାନପୁରର ବିଠୁଆ ଅଞ୍ଚଳରେ ଜଣେ ରୋଡ୍‌ ରୋମିଓ ଛାତ୍ରୀମାନଙ୍କୁ କମେଣ୍ଟ ମାରିବା ସହ ଅଶ୍ଲୀଳ୍ଲ ବ୍ୟବହାର କରୁଥିଲା । ଏତିକି ବେଳେ ଜଣେ ମହିଳା ପୁଲିସ କର୍ମୀ ସେଠାରେ ପହଞ୍ଚିଥିଲେ। ସେ କମେଣ୍ଟ ମାରୁଥିବା ରୋଡ୍‌ ରୋମିକୁ ଧରିବା ସହ ଜୋତାରେ ମାଡ ମାରିଥିଲେ । ମଙ୍ଗଳବାର ସକାଳେ କାନପୁରରର ବିଠୁରରେ ଆଣ୍ଟି ରୋମିଓ ସ୍କାଡ ଯାଞ୍ଚ ଅଭିଯାନ ଚଳାଇଥିଲେ । ଏତିକି ବେଳେ କମେଣ୍ଟମାରୁଥିବା ଯୁବକ ସମ୍ପୃକ୍ତ ମହିଳା ପୁଲିସ କର୍ମୀଙ୍କ ନଜରରେ ପଡିଥିଲେ । ସେ ରୋଡ୍‌ ରୋମିକୁ ନିର୍ଧୁମ ଛେଚା କରିଥିଲେ ।

ଦେଖନ୍ତୁ ଭିଡିଓ

video courtesy -AAJTAK