ମୁମ୍ବାଇ ୧୪।୦୧ - ଭିଭିଆଇପି ସେଥିପାଇଁ ଆଇନକୁ ହାତକୁ ନେବା ପାଇଁ ପଛାନ୍ତି ନାହିଁ । କାମ କରୁଥିବା ଶ୍ରମିକଙ୍କୁ ବିଦ୍ୟୁତ ଓ ଇଣ୍ଟରନେଟ୍ ଚୋରି କରୁଥିବା ଅଭିଯୋଗ କରି ମାଡ । ହେଲେ ଶ୍ରମିକ ଇଣ୍ଟରନେଟ୍ କାହିଁକି ଚୋରି କରିବେ ବୋଲି ଅନେକ ପ୍ରଶ୍ନ କରିଛନ୍ତି ।
wp:preformatted /wp:preformatted wp:paragraph {"align":"center"}VIDEO COURTESY TIMES NOW
ମୁମ୍ବାଇରେ ନୂଆକରି ମନ୍ତ୍ରୀ ହୋଇଥିବା ନଓ୍ୱାବ ମଲ୍ଲିକଙ୍କ ଭାଇ କପ୍ତାନ ମଲ୍ଲିକ କିଛି ଶ୍ରମିକଙ୍କୁ ମାଡ ମାରୁଥିବାର ଭାଇରାଲ୍ ହୋଇଛି । ଏହି ଭିଡିଓ ପ୍ରାୟ ଏକ ମାସ ତଳର । ମୁମ୍ବାଇ ନିକଟସ୍ଥ କୁର୍ଲାରେ ବିଦ୍ୟୁତ ତାର ବିଛାଇବା ପାଇଁ କିଛି ଶ୍ରମିକ ନିୟୋଜିତ ଥିଲେ। ସେମାନେ ଏହି ସହ ବିଭିନ୍ନ ସ୍ଥାନରେ ମିଟର ବି ଲଗାଇ ଥାଆନ୍ତେ । ମାତ୍ରର କପ୍ତାନ ମଲ୍ଲିକ ସେଠାର କର୍ପୋରେଟର ଥିଲେ । ଏହି କାମ ବିଷୟରେ ତାଙ୍କୁ ଜଣା ନଥିଲେ । ସେଥିପାଇଁ ସେ ସେଠାରେ ପହ଼ଞ୍ଚି ମାଡ ମାରିଥିବା ଅଭିଯୋଗ ହୋଇଛି ।
{"id":211190,"sizeSlug":"large"}ଏହାକୁ ନେଇ ଅନ୍ୟ ରାଜନୈତିକ ଦଳବି କପ୍ତାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ମାତ୍ର କପ୍ତାନ ତାଙ୍କ ପାଖରେ ଅନେକ ପ୍ରମାଣଥିବା କଥା କହିଛନ୍ତି ।