ଭୁବନେଶ୍ୱରରୁ ସେକ୍ସ ରାକେଟ୍ ଠାବ, ୫ ବାଂଲାଦେଶୀ ଯୁବତୀ ଉଦ୍ଧାର

Published By : Prameya-News7 Bureau | January 21, 2020 IST

ଭୁବନେଶ୍ୱର ୨୧।୦୧- ଭୁବନେଶ୍ବରରେ ବାଂଲାଦେଶୀ ସେକ୍ସ ରାକେଟ୍ ଠାବ । ରଥଗଡା ରାସ୍ତାର ଏକ ଘରେ ଏସଟିଏଫ ଚଢାଉ କରି ୬ ବାଂଲାଦେଶୀ ଯୁବତୀଙ୍କୁ ଉଦ୍ଧାର କରିଛି ।

{"id":214323,"sizeSlug":"large"}

ଏଥି ସହ ଦେହ ବ୍ୟାବସାୟ ରାକେଟର ମାଷ୍ଟରମାଇଣ୍ଡ ସେକ୍ ଇବ୍ରାହିମ୍ କୁ ଗିରଫ କରିଛି । ଏଥି ସହ ତାର ଜଣେ ସହଯୋଗୀ ଦିଦିକୁ ଧରିଛି ଏସଟିଏଫ । ଉଭୟ ବାଂଲାଦେଶରୁ ଯୁବତୀଙ୍କୁ ଆଣି ଏଠି ଦେହ ବ୍ୟବସାୟରେ ଲଗାଉଥିଲେ ।

ଏପରିକି ସେମାନଙ୍କ ନାଁରେ ନକଲି ପରିଚୟପତ୍ର ତିଆରି କରି ଭଡା ଘରେ ରଖି ବ୍ୟବସାୟ ଚଳାଇଥିଲେ । …

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.