AKK 2023
MONGINIS 728X90
Hari omm 2
AKK2023
hari om films
WEB_F-8
MONGINIS 728X90
Showcase2022
HARI-OMM_728X90_B
WEB_F-9
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଲବାଣୀ: ଗୋଛାପଡା ପୋଲିସକୁ ସଫଳତା, କ୍ୱିଣ୍ଟାଲରୁ ଅଧିକ ଗଂଜେଇ ଜବତ
  • ||
  • ଭୁବନେଶ୍ୱର: ରାଜଧାନୀରେ କଙ୍ଗାରୁକୋର୍ଟ, ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼
  • ||
  • ପ୍ରକାଶ ପାଇଲା ଜେଇଇ (ମେନ୍‌) ସେସନ-୧ ରେଜଲ୍ଟ, ଓ୍ୱେବସାଇଟ୍‌ରେ ଦେଖିପାରିବେ ଛାତ୍ରଛାତ୍ରୀ
  • ||
  • ଫେବୃୟାରୀରେ ଅଧିକ ରହିବ ତାପମାତ୍ରା, ଜଳବାୟୁ ଶୁଷ୍କ ଥିବାରୁ ଜଙ୍ଗଲରେ ଲାଗୁଛି ନିଆଁ
  • ||

ଯୁବକ ଓ ପୁରୁଷମାନେ ଲୁଚାଇ କରନ୍ତି ଏହି କାର୍ଯ୍ୟ

24/02/2020 at 4:28 PM

ଅନେକ କାମକୁ ପୁରୁଷମାନେ ଲୁଚାଇ କରିଥାଆନ୍ତି। ଏମାନେ ଏହାକୁ କାହାକୁ ଦେଖାଇବା ପାଇଁ ଭଲ ପାଆନ୍ତି ନାହିଁ , ପୁରୁଷମାନଙ୍କର ମନଦୁଃଖରେ ଲୁହ ବହିଲେ ଏହାକୁ କାହାକୁ ଦେଖାଇବା ପାଇଁ ଭଲ ପାଆନ୍ତି ନାହିଁ ସେମାନେ ସମସ୍ତଙ୍କ ଠାରୁ ନିଜକୁ ଲୁଚାଇ ଲୁହ ଝରାଇ ଥାଆନ୍ତି ଓ ଏହାକୁ ପୋଛି ଦିଅନ୍ତି ।

ପ୍ରାୟ ୪୬ ପ୍ରତିଶତ ଯୁବକ ଓ ପୁରୁଷ ତାଙ୍କ ମୁହଁ ଧୋଇବା ପାଇଁ ଭଲ ପାଆନ୍ତି ନାହିଁ । ଭାରତରେ ଗରମ ହେଉଥିବାରୁ ଏହାର ସଂଖ୍ୟା ଟିକେ କମ୍‌ । ମାତ୍ର ଶୀତପ୍ରଧାନ ଦେଶମାନଙ୍କରେ ଏହାର ସଂଖ୍ୟା ବହୁତ ଅଧିକ । ଅନେକ ସମୟରେ ଗାଧୋଇବା ପାଇଁ କିମ୍ବା ପରିଷ୍କାର ହେବା ପାଇଁ ନିଜର କାଖ ଶୁଙ୍ଘି ଥାଆନ୍ତି ।

ଅନେକ ସମୟରେ ସେମାନେ ଝାଳ ବହୁଥିବା , ଶରୀର ଦୁର୍ଗନ୍ଧଙ୍କୁ ଲୁଚାଇବା ପାଇଁ ଚେଷ୍ଟା କରନ୍ତି , ଶରୀର ଦୁର୍ଗନ୍ଧ ଲୁଚାଇବା ପାଇଁ ଅଧିକ ଡିଓ ସ୍ପ୍ରେ କରିଥାଆନ୍ତି ।

ନିଜର ଶରୀରେ ପ୍ରତି ପୁରୁଷମାନେ କମ୍‌ ଧ୍ୟାନ ଦେଇଥାଆନ୍ତି । ମାତ୍ର ମୁହେଁରେ ଫେୟାରନେସ୍‌ କ୍ରିମକୁ କେତକ ପୁରୁଷ ବ୍ୟବହାର କରିଥାଆନ୍ତି ।

ମାତ୍ର ମହିଳାଙ୍କ ଠାରୁ ପୁରୁଷମାନେ କମ୍‌ କାନ୍ଦନ୍ତି । ମହିଳାଙ୍କ ସଂଖ୍ୟ ଏଥିରେ ୨ ଗୁଣ ।

ମହିଳାଙ୍କ ଠାରୁ ପୁରୁଷମାନେ ଅଧିର ପର୍ଣ୍ଣ ଦେଖିଥାଆନ୍ତି ।ଏହାକୁ ସେମାନେ ଲୁଚାଇ କରି ଦେଖନ୍ତି । ମହିଳାଙ୍କ ସଂଖ୍ୟା ଏଥିରେ କମ୍‌ ।

କେତକ ପୁରୁଷ କେବଳ ଦାଢି ନିଶକୁ ବିଭିନ୍ନ ଢଙ୍ଗରେ କାଟି ନଥାଆନ୍ତି । ନାକ ଭିତର ଚୁଟି ଓ ଭୃଲତା ବା ଆଇବ୍ରୋକୁ ବି ଟ୍ରିମ କରିଥାଆନ୍ତି । ମାତ୍ର ଏହା ଲୁଚାଇକରି ।

   Related Posts