ମାଟ୍ରିକ ଓ ଆଇଟିଆଇ ଛାତ୍ରଙ୍କ ପାଇଁ IOCLରେ ଆପରେଣ୍ଟିସ୍‌ ସୁଯୋଗ

Published By : Prameya-News7 Bureau | January 14, 2020 IST

ନୂଆଦିଲ୍ଲୀ ୧୪।୦୧ - ମାଟ୍ରିକ ଓ ଆଇଟିଆଇ ଛାତ୍ରଙ୍କ ପାଇଁ IOCLରେ ଏବେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ଏବେ ଟ୍ରେଡ୍‌ ଅପରେଣ୍ଟିସ୍‌ରେ ବିଭିନ୍ନ ପଦ ପାଇଁ ବିଜ୍ଞାପନ ବାହାରିଛି। ଅନ୍‌ ଲାଇନ୍‌ରେ ଏହି ଅବେଦନ କରିପାରେବ ।

http://iocl.onlinereg.in/ioclsrreg0320/Home.aspx

https://www.iocl.com/PeopleCareers/PDF/FullTextAdvertisement_2019-20_Phase_III.pdf

ଇଛୁକ ଥିବା ପ୍ରାର୍ଥୀଙ୍କ ମାନେ ଆଇଓସିଏଲ୍‌ର ଓ୍ୱେବସାଇଟ୍‌ରେ ଏହି ଆବେଦନ କରିପାରିବେ । ଖାଲି ପଦରେ ନିଯୁକ୍ତି ପାଇଁ ଏହି ବିଜ୍ଞପ୍ତି ବାହାରିଛି।

{"id":211004,"width":570,"height":795,"sizeSlug":"large"}

ଏବେ ଟ୍ରେଡ୍‌ ଆପେରେଣ୍ଟିସ୍‌ ପାଇଁ ୨୪୮ ପଦ ପାଇଁ ବିଜ୍ଞପ୍ତି ବାହାରିଛି।

{"id":211005,"width":578,"height":842,"sizeSlug":"large"}

ଶିକ୍ଷାଗତ ଯୋଗ୍ୟତା

{"id":211006,"width":564,"height":790,"sizeSlug":"large"}

ଆବେଦନ କରିବା ପାଇଁ ବୟସ ସୀମା ୨୪ ବର୍ଷ । ଶିକ୍ଷଗତ ଯୋଗ୍ୟତା ଓ ମାଟ୍ରିକ ସହ ଆଇଟିଆଇ ।
ଆବେଦନ କରିବାର ପ୍ରାରମ୍ଭିକ ତାରିଖ ୧୩ ଜାନୁଆରୀ ୨୦୨୦
ଏହାର ଶେଷ ତାରିଖ ୨୦୨୦

ଏଥିପାଇଁ ବୟସ ସୀମା ସର୍ବନିମ୍ନ ୧୮ ଓ ସର୍ବାଧିକ ୨୪ ବର୍ଷ
ଲିଖିତ ପରୀକ୍ଷା ମାଧ୍ୟମରେ ଏହାର ଚୟନ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.