ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ବଢ଼ିବ ମୋବାଇଲ୍ ବିଲ୍-ରିଲାଏନ୍ସ ଜିଓ ରିଚାର୍ଜ ମୂଲ୍ୟ ବୃଦ୍ଧି କରିବ

19/11/2019 at 10:38 PM

ନୂଆଦିଲ୍ଲୀ ୧୯।୧୧ – ବଢ଼ିବ ମୋବାଇଲ୍ ବିଲ୍ ।ଭୋଡାଫୋନ୍-ଆଇଡିଆ ଏବଂ ଏୟାରଟେଲ୍ ପରେ ରିଲାଏନ୍ସ ଜିଓ ମଧ୍ୟ ଏହାର ଟାରିଫ୍ ବା ରିଚାର୍ଜ ମୂଲ୍ୟ ବୃଦ୍ଧି କରିବାକୁ ଘୋଷଣା କରିଛି ।ବିଲିୟନେୟାର ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଜିଓ ପକ୍ଷରୁ ଆଜି ଏହି ଘୋଷଣା କରାଯାଇଛି ।

ଗତକାଲି ଭୋଡାଫୋନ୍-ଆଇଡିଆ ଏବଂ ଏୟାରଟେଲ୍ ପକ୍ଷରୁ ଟାରିଫ୍ ବୃଦ୍ଧି କରାଯାଇଛି ।ଟାରିଫ୍ରେ ସମାନତା ଆଣିବା ପାଇଁ ଟେଲିକମ୍ ରେଗୁଲେଟର-ଟ୍ରାଇ ପକ୍ଷରୁ ବ୍ୟବସ୍ଥା କରାଯାଉଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ରିଲାଏନ୍ସ ଜିଓ ପକ୍ଷରୁ କୁହାଯାଇଛି ।

   Related Posts