Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଏବେ ୧୨୯ଟଙ୍କାର ରିଚାର୍ଜରେ ପ୍ରତିଦିନ ଜିଓ ଦେଉଛି ୧.୫ଜିବି ଡାଟା, ଶୀଘ୍ର କରନ୍ତୁ ରିଚାର୍ଜ

15/06/2019 at 11:44 AM

ନୂଆଦିଲ୍ଲୀ ୧୫|୬: ଜିଓର ଯେଉଁ ଅଫର ବିଷୟରେ ଏଠାରେ କୁହାଯାଉଛି ତାର ପ୍ରକୃତ ମୂଲ୍ୟ ହେଉଛି ୧୪୯ଟଙ୍କା । ମାତ୍ର ଯଦି ଆପଣ ଏହାର ରିଚାର୍ଜ ପେଟିଏମ୍ ଇ ଓ୍ବାଲେଟ କଂପାନୀ ଜରିଆରେ କରୁଛନ୍ତି ତେବେ ଆପଣଙ୍କୁ ୧୪୯ ଟଙ୍କାର ରିଚାର୍ଜ କଲେ ୨୦ଟଙ୍କାର କ୍ୟାସବ୍ୟାକ୍ ମିଳିବ । ଯାହା ଫଳରେ ଜିଓ ଗ୍ରାହକଙ୍କୁ ୧୪୯ ଟଙ୍କାର ରିଚାର୍ଜ ୧୨୯ଟଙ୍କାରେ ମିଳିବ ।

ଜିଓର ଏହି ଅଫରକୁ ଜିଓର ଅଫିସିଆଲ ଓ୍ବେବସାଇଟ୍‌ରେ ମଧ୍ୟ ଲିଷ୍ଟ କରିଦିଆଯାଇଛି । ଓ୍ବେବସାଇଟ୍‌କୁ ଯାଇ ଆପଣ ଅଫର ସମ୍ବନ୍ଧରେ ଜାଣିପାରିବେ । ଏହି ଅଫର ଜୁନ୍ ୧୫ପର୍ଯ୍ୟନ୍ତ ଉପଲବ୍ଧ ରହିଛି ।

ପେଟିଏମ୍ ଇ ଓ୍ବାଲେଟ କଂପାନୀ ଦ୍ବାରା ରିଚାର୍ଜ କରି ଆପଣ କ୍ୟାସବ୍ୟାକ୍ ଅଫରର ଲାଭ ଉଠାଇପାରିବେ । ଜିଓ ତାର ଗ୍ରାହକମାନଙ୍କୁ ଲାଭ ଦେବା ପାଇଁ କେତେକ ଇ ଓ୍ବାଲେଟ କଂପାନୀ ସହ ଭାଗିଦାରୀ କରିସାରିଛି । ସେଥିମଧ୍ୟରୁ ପେଟିଏମ୍ ଓ୍ବାଲେଟ ଗୋଟିଏ । ଯାହା ମାଧ୍ୟମରେ ଜିଓ ଗ୍ରାହକମାନଙ୍କୁ କ୍ୟାସବ୍ୟାକ୍ ଦେଉଛି ।

   Related Posts