ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ନିର୍ଦ୍ଦେଶକୁ ବେଖାତିର କରି ହଲରେ ଚାଲିଲା ଫିଲ୍ମ୍ ସୋ, ବନ୍ଦ କଲା ପୋଲିସ

14/03/2020 at 8:58 PM

ଝାରସୁଗୁଡା, ୧୪|୦୩: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମାକୁ ବେଖାତିର। କରୋନା ପାଇଁ ସାରା ରାଜ୍ୟରେ ଫିଲ୍ମ ହଲ ବନ୍ଦ ରଖିବାକୁ ସରକାର ଶୁକ୍ରବାର ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଝାରସୁଗୁଡାର ଏକ ହଲରେ ଏହାକୁ ବେଖାତିର କରି ସୋ ଚାଲୁଥିବା ଘଟଣା ସାମ୍ନାକୁ ଆସିଛି।

ଝାରସୁଗୁଡ଼ାରେ କରୋନାକୁ ନେଇ ରାଜ୍ୟସରକାରଙ୍କ ନିର୍ଦ୍ଦେଶନାମାକୁ ଅବମାନନା କରି ହରଡ଼ଘଣାରେ ସିନେପ୍ଲେକ୍ସ କର୍ତ୍ତୃପକ୍ଷ ପଡିଛନ୍ତି।  ଜିଲ୍ଲାର ବ୍ରଜରାଜନଗରରେ ଥିବା ସିନେପ୍ଲେକ୍ସରେ ଆଜି ସନ୍ଧ୍ୟାରେ ସୋ ଚାଲୁଥିଲା।  ସୋ ଚାଲିଥିବା ପୋଲିସ ଖବର ପାଇଥିଲା। ଏହାପରେ  ପୋଲିସ ସେଠାରେ ପହଁଚିବା ପରେ ସୋକୁ ତୁରନ୍ତ ବନ୍ଦ କରାଯାଇଥିଲା।

   Related Posts