ବସ୍ତାରେ ବନ୍ଧା ହୋଇ ପଡ଼ିଛି ମୃତଦେହ : ମହିଳା କି ପୁରୁଷ ଅସ୍ପଷ୍ଟ

ଝାରସୁଗୁଡ଼ା ୬।୬: ବସ୍ତାରେ ବନ୍ଧା ହୋଇ ପଡ଼ିଛି ମୃତଦେହ । ଝାରସୁଗୁଡା ଜିଲ୍ଲା ଏକାତାଲି ନିକଟ ଗୋଡ଼ିବନ୍ଧ ନିକଟରେ ପଡ଼ିଛି ମୃତଦେହ । ଘଟଣାସ୍ଥଳରେ ଝାରସୁଗୁଡ଼ା ସଦର ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ସୂଚନାଯୋଗ୍ୟ ଯେ, ଝାରସୁଗୁଡା ଜିଲ୍ଲା ଏକାତାଲି ନିକଟ ଗୋଡ଼ିବନ୍ଧ ନିକଟରୁ ମିଳିଲା ମୃତଦେହ । ବସ୍ତାରେ ବନ୍ଧା ହୋଇ ପଡ଼ିଛି ମୃତଦେହ । ମୃତକ ପରିଚୟ ମିଳିନଥିବା ସୂଚନା ମିଳିଛି । ମୃତକ ଜଣଙ୍କ ମହିଳା କି ପୁରୁଷ … Continue reading ବସ୍ତାରେ ବନ୍ଧା ହୋଇ ପଡ଼ିଛି ମୃତଦେହ : ମହିଳା କି ପୁରୁଷ ଅସ୍ପଷ୍ଟ