oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌
  • ||
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ଆସପଣ୍ଡକୁ ଯାଇଥିବା ପାଇପ୍‌ ଫାଟିଲା, ଚାଷଜମିରେ ମାଡିଲା ପାଉଁଶ ମିଶ୍ରିତ ଜଳ

9/04/2022 at 9:28 AM

ଝାରସୁଗୁଡ଼ା ୦୯।୦୪ : ଓପିଜିସି ପାୱାର ପ୍ଲାଣ୍ଟର ଆସପଣ୍ଡକୁ ଯାଇଥିବା ପାଇପ ଫାଟିଲା। ପାଉଁଶ ମିଶ୍ରିତ ଜଳ ଚାଷଜମିକୁ ମାଡିବା ସହ ପୋଖରୀରେ ପଶିଲା। ଯାହାକୁ ନେଇ ତାତିଲେ ଝାରସୁଗୁଡା ବନହରପାଲି ଅଞ୍ଚଳବାସୀ। ଉତ୍ତ୍ୟକ୍ତ ଲୋକେ ଓପିଜିସି ପ୍ଲାଣ୍ଟ କାର୍ଯ୍ୟାଳୟକୁ ଘେରିଥିଲେ ।

ଖବର ଅନୁଯାୟୀ, ଶୁକ୍ରବାର ସଂଧ୍ୟା ରେ ଓପିଜିସି ତାପଜ ବିଦ୍ୟୁତ କେନ୍ଦ୍ରରୁ ତିଲିଆରେ ଥିବା ଆସପଣ୍ଡକୁ ପାଉଁଶ ମିଶ୍ରିତ ଜଳ ଯିବାକୁ ଯାଇଥିବା ପାଇପ ଫାଟିବା ଯୋଗୁଁ ବନହରପାଲି ଗାଁ ପୋଖରୀ ଓ ଗାଁ ର ଚାଷଜମିରେ ପାଉଁଶ ମିଶ୍ରିତ ଜଳ ମାଡି ଯାଇଛି । ଏ ଖବର ପାଇବା ମାତ୍ରେ ସ୍ଥାନୀୟ ଲୋକେ ଓପିଜିସି କାର୍ଯ୍ୟାଳୟକୁ ଘେରାଉ କରି କ୍ଷତିପୂରଣ ଦାବି କରିଥିଲେ।

ସେମାନଙ୍କୁ ଓପିଜିସି କର୍ତ୍ତୃପକ୍ଷ ବୁଝାସୁଝା କରିଥିଲେ । ଆଜି ସ୍ଥିତି ର ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ବିଳମ୍ବିତ ରାତିରେ ଲୋକେ ନିଜ ଘରକୁ ଫେରିଥିଲେ।

   Related Posts