ବର୍ଷାରେ ବି କମିନି ନିର୍ବାଚନୀ ତାତି, ଓଦା ହୋଇ ପ୍ରଚାର କରୁଛନ୍ତି ପ୍ରାର୍ଥୀ
1/05/2023 at 12:31 PM

ଝାରସୁଗୁଡା ୦୧/୦୫: ବର୍ଷା ସତ୍ତ୍ୱେ ଜମୁଛି ଝାରସୁଗୁଡା ଉପ ନିର୍ବାଚନର ପ୍ରଚାର । ଆଜି ସକାଳୁ ବର୍ଷା ହୋଇଥିଲେ ହେଁ ପ୍ରାର୍ଥୀମାନେ ନିଜ କେମ୍ପେନିଂ ବନ୍ଦ କରି ନାହାନ୍ତି ।
ବିଜେଡି ପ୍ରାର୍ଥୀନୀ ଦୀପାଳି ଦାସ, ବିଧାୟକ ଅରୁଣ ସାହୁ ଏବଂ ବିଧାୟିକା ବର୍ଷା ସିଂ ବରିହା ତଥା ବିଜୁ ଜନତା ଦଳର କର୍ମୀମାନେ ଆଜି ଝାରସୁଗୁଡା ବ୍ଲକର ପତ୍ରାପାଲି ଓ ମଲଦା ପଂଚାୟତରେ ଡୋର ଟୁ ଡୋର କ୍ୟାମ୍ପେନ ତଥା ସାଧାରଣ ସଭା କରୁଛନ୍ତି ।
ଲୋକଙ୍କ ପାଖକୁ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶର ବାର୍ତ୍ତା ଏବଂ ନବ ଦାସଙ୍କ ନୂତନ ଝାରସୁଗୁଡା ନିର୍ମାଣର ସ୍ପନ ବିଷୟରେ କହିବାସହ ଆଗାମୀ ୧୦ ତାରିଖ ଦିନ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଲୋକଙ୍କୁ ଅନୁରୋଧ କରୁଛନ୍ତି ଦୀପାଳି l
Related Posts
STF ପଞ୍ଝାରେ ବଜ୍ରକାପ୍ତା ବେପାରୀ, ବିକ୍ରି ପାଇଁ ଡିଲ୍ ବେଳେ ମାଡିବସିଲା ଟିମ୍
30 September 2023
ମୋ ବସ୍ରେ ମହିଳା ଯାତ୍ରୀଙ୍କୁ ଅସଦାଚରଣ ! ଥାନାରେ ଗାଡି ସହ କର୍ମଚାରୀ ଅଟକ
30 September 2023