କରଞ୍ଜିଆରେ ୨୨ ଟିକିଆ ଝାଡଖଣ୍ଡି ହାତୀପଲଙ୍କ ଉପଦ୍ରବ, ବ୍ୟାପକ ଧାନ ଫସନ ନଷ୍ଟ

Published By : Prameya-News7 Bureau | November 29, 2019 IST

କରଞ୍ଜିଆ ୨୯।୧୧:  କରଞ୍ଜିଆରେ ହାତୀପଲଙ୍କ ଉପଦ୍ରବ ଜାରି ରହିଛି । ହାତୀପଲଙ୍କ ଉପଦ୍ରବରେ ବ୍ୟାପକ ଧାନ ଫସଲ ନଷ୍ଟ । ବନବିଭାଗ ପକ୍ଷରୁ ହାତୀ ଘଉଡାଇବା ପାଇଁ ଉଦ୍ୟମ ଜାରି ।

{"id":191361,"sizeSlug":"large"}

ସୂଚନାଯୋଗ୍ୟ ଯେ, ପୁଣି କରଞ୍ଜିଆରେ ୨୨ ଟିକିଆ ଝାଡଖଣ୍ଡି ହାତୀପଲଙ୍କ ଉପଦ୍ରବ ଜାରି ରହିଛି । କରଞ୍ଜିଆ ରେଞ୍ଜ କାଳିକାପୁର ଗାଁରେ ହାତୀପଲଙ୍କ ଉପଦ୍ରବରେ ଘର ଭାଙ୍ଗିବା ସହ ଏକର ଏକର ଧାନ ଫସଲ ନଷ୍ଟ ହୋଇଛି । ଧାନ ଫସଲ ନଷ୍ଟ କରିବା ସହ ଧାନ ଖାଇଗଲେ ହାତୀ ପଲ । ହାତୀ ଘଉଡାଇବାକୁ ବନ ବିଭାଗର ଉଦ୍ୟମ ଜାରି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.