ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

ଝାଡ଼ଖଣ୍ଡରେ ରାଜନୈତିକ ସଂକଟ: ଆଜି ବସନ୍ତ ସୋରେନ୍‌ଙ୍କ ଭାଗ୍ୟ ନିର୍ଦ୍ଧାରଣ

29/08/2022 at 8:20 AM

ଝାଡଖଣ୍ଡ ୨୯/୦୮: ଝାଡ଼ଖଣ୍ଡରେ ତିନିଦିନ ହେଲା ରାଜନୈତିକ ସଂକଟ ଜାରି ରହିଛି । ଏଭଳି ସ୍ଥିତିରେ ରବିବାର ଉପା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ପରେ ମହାମେଣ୍ଟର ୧୧ ବିଧାୟକ ସାମ୍ବାଦିକ ସମ୍ମିଳନୀ କରିଥିଲେ ।

ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ବନ୍ନା ଗୁପ୍ତା କହିଛନ୍ତି, ରାଜ୍ୟପାଳଙ୍କର ଯଦି ଦମ୍‌ ଅଛି ରାଷ୍ଟ୍ରପତି ଶାସନ ଲାଗୁ କରନ୍ତୁ । ଆମେ ସବୁ ନିଷ୍ପତ୍ତି ପାଇଁ ପ୍ରସ୍ତୁତ ଅଛୁ । ସେପଟେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ସାନଭାଇ ବସନ୍ତ ସୋରେନ୍‌ଙ୍କ ବିଧାୟକ ପଦକୁ ନେଇ ରାଜ୍ୟପାଳ ରମେଶ ବୈଶଙ୍କ ରାୟକୁ ଅପେକ୍ଷା ରହିଛି । ଶନିବାର ହେମନ୍ତ ସୋରେନ୍‌ଙ୍କ ବିଧାୟକ ପଦ ରଦ୍ଦ ଘୋଷଣା ହୋଇଥିଲା।

   Related Posts