ତାରାଙ୍କ ପ୍ରି ବାର୍ଥଡେ ସେଲିବ୍ରେସନ୍; କେକ୍ କାଟି ସମର୍ଥକଙ୍କ ସହ ନାଚିଲେ, ଦେଖନ୍ତୁ ଭିଡିଓ…
29/12/2022 at 11:46 PM

ଜୟପୁର ୨୯/୧୨: ଜନ୍ମ ଦିନର ଗୋଟିଏ ଦିନ ପୂର୍ବରୁ ବାର୍ଥଡେ ପାଳିଲେ ଜୟପୁର ବିଧାୟକ। ଆଗାମି ଜନ୍ମଦିନ ଅବସରରେ ଖୁସିରେ ସମର୍ଥକଙ୍କ ସହିତ ନାଚିଛନ୍ତି ତାରା ପ୍ରସାଦ ବାହିନି ପତି। ବାଣ ଫୁଟାଇ ଆଧୁନିକ ଗୀତର ତାଳେ ତାଳେ ସମର୍ଥକଙ୍କ ସହ ବାର୍ଥଡେ ପାଳିଛନ୍ତି ତାରା। ଏହାପରେ ଜନ୍ମଦିବସ କେକ୍ ମଧ୍ଯ ସେ କାଟିଛନ୍ତି। ତାରାଙ୍କ ବାର୍ଥଡେ ଡେନ୍ସ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗଛି। ତେହେଲେ ଡେରି ନକରି ଦେଖନ୍ତୁ ଏହି ଭିଡିଓ…
Related Posts
ପାରିବାରିକ କଳହର କରୁଣ ପରିଣତି, ନୁରାବତୀକୁ ମାରିଲା ଗୁଡୁ
31 January 2023