oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଜୟପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଓମ୍ ପ୍ରକାଶ ମିଶ୍ର ଆସନ୍ତା ଗୁରୁ ଦିବସରେ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟ ତରଫରୁ ସମ୍ମାନିତ ହେବେ

31/08/2018 at 1:18 PM

ରାଜ୍ୟର ଏକ ମାତ୍ର ଶିକ୍ଷକ ଭାବେ ଆସନ୍ତା ଗୁରୁ ଦିବସରେ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟ ତରଫରୁ ସମ୍ମାନିତ ହେବେ ଓମ୍ ପ୍ରକାଶ ମିଶ୍ର । ଜୟପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷକ ଅଛନ୍ତି ଓମ୍ ପ୍ରକାଶ ।ସମ୍ନାନିତ ହେବା ଖବର ଆସିବା ପରେ ସାରଙ୍କ ନିକଟକୁ ଛୁଟିଛି ଶୁଭେଚ୍ଛାର ସୁଅ । ପୁରା ସ୍କୁଲରେ ବି ଖୁସିର ମାହୋଲ ।

   Related Posts