ଜୟପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଓମ୍ ପ୍ରକାଶ ମିଶ୍ର ଆସନ୍ତା ଗୁରୁ ଦିବସରେ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟ ତରଫରୁ ସମ୍ମାନିତ ହେବେ

Published By : Prameya-News7 Bureau | August 31, 2018 IST

ରାଜ୍ୟର ଏକ ମାତ୍ର ଶିକ୍ଷକ ଭାବେ ଆସନ୍ତା ଗୁରୁ ଦିବସରେ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟ ତରଫରୁ ସମ୍ମାନିତ ହେବେ ଓମ୍ ପ୍ରକାଶ ମିଶ୍ର । ଜୟପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷକ ଅଛନ୍ତି ଓମ୍ ପ୍ରକାଶ ।ସମ୍ନାନିତ ହେବା ଖବର ଆସିବା ପରେ ସାରଙ୍କ ନିକଟକୁ ଛୁଟିଛି ଶୁଭେଚ୍ଛାର ସୁଅ । ପୁରା ସ୍କୁଲରେ ବି ଖୁସିର ମାହୋଲ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.