previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାଶ୍ମୀର ଘାଟି ଅଶାନ୍ତ, ପୁଣି ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା କଲେ ଆତତାୟୀ
  • ||
  • ଆଣବିକ ଦସ୍ତାବିଜ ପାଇଁ ଟ୍ରମ୍ପଙ୍କ ଘରେ ହୋଇଥିଲା ଚଢଉ : ସାମ୍ନାକୁ ଆସିଲା ବଡ ତଥ୍ୟ
  • ||
  • ଭାରତ ବିପକ୍ଷ ସିରିଜ୍ ପୂର୍ବରୁ ଦମ୍ ଦେଖାଇଲା ଜିମ୍ବାଓ୍ୱେ, ଟିମ୍ ଇଣ୍ଡିଆକୁ କଲା ସତର୍କ
  • ||

ଜେସିକାଙ୍କ ଏହି ନ୍ୟୁଡ୍‌ ଫଟୋ ଦେଖିଲେ ଉଡିଯିବ ହୋସ୍

26/07/2019 at 2:25 PM

ମୁମ୍ବାଇ୨୬|୭: ଆଜିକାଲି ମଡେଲମାନେ ନିଜ ହଟ୍‌ ଫଟୋଶୁଟ୍‌ ପାଇଁ ବେଶ ଚର୍ଚ୍ଚାରେ ଅଛନ୍ତି। ତେବେ ଏମିତି ଅନେକ ମଡେଲ ଓ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବୋଲ୍ଡ ଓ ନ୍ୟୁଡ୍‌ ଫଟୋଶୁଟ୍‌ କରିବା ପାଇଁ ଜମା ଲାଜ କରନ୍ତି ନାହିଁ। ଏବେ ସୋସିଆଲ ମିଡିଆରେ ଏହି ମଡେଲ ପୁଣି ଥରେ ନିଜ ଜଲୱା ଦ୍ବାରା ଦର୍ଶକଙ୍କ ମଧ୍ୟରେ ହଇଚଇ ସୃଷ୍ଟି କରିଛନ୍ତି।

ତାଙ୍କର ସେକ୍ସି ଫଟୋ ଦେଖି ଲୋକେ ପାଗଳ ହୋଇଯାଆନ୍ତି। ହଲିଉଡର ଏହି ଚର୍ଚ୍ଚିତ ସେକ୍ସି ମଡେଲ ଜେସିକା ୱିଭର ନାଁରେ ପରିଚିତ। ଜେସିକାଙ୍କ ପପୁଲାରିଟି ସମଗ୍ର ବିଶ୍ବରେ ଛାଇ ଯାଇଛି।

ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କୁ ୬୪ ଲକ୍ଷରୁ ଅଧିକ ଲୋକେ ଫଲୋ କରନ୍ତି।

ଆଜିକାଲି ସେ ନିଜ ବୋଲ୍ଡ ଫଟୋ ପାଇଁ ଚର୍ଚ୍ଚାରେ ଅଛନ୍ତି। ଅଧିକାଂଶ ସମୟରେ ସେ ତାଙ୍କ ସେକ୍ସି  ଫଟୋ ସେୟାର କରନ୍ତି।   ନିଜର ଲକ୍ଷ ଲକ୍ଷ ଫ୍ୟାନ୍ସଙ୍କ ପାଇଁ ସେ ପ୍ରତିଦିନ ହଟ୍‌ ଫଟୋ ପୋଷ୍ଟ କରନ୍ତି। ଏଥର ମଧ୍ୟ ବିଭିନ୍ନ ପୋଜ୍‌ରେ ଥିବା ତାଙ୍କର ଆକର୍ଷିତ ଫଟୋ ଇଣ୍ଟରନେଟ୍‌ରେ ଧମାଲ କରୁଛି।     

   Related Posts