ଜେସିକାଙ୍କ ଏହି ନ୍ୟୁଡ୍‌ ଫଟୋ ଦେଖିଲେ ଉଡିଯିବ ହୋସ୍

Published By : Prameya-News7 Bureau | July 26, 2019 IST

ମୁମ୍ବାଇ୨୬|୭: ଆଜିକାଲି ମଡେଲମାନେ ନିଜ ହଟ୍‌ ଫଟୋଶୁଟ୍‌ ପାଇଁ ବେଶ ଚର୍ଚ୍ଚାରେ ଅଛନ୍ତି। ତେବେ ଏମିତି ଅନେକ ମଡେଲ ଓ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବୋଲ୍ଡ ଓ ନ୍ୟୁଡ୍‌ ଫଟୋଶୁଟ୍‌ କରିବା ପାଇଁ ଜମା ଲାଜ କରନ୍ତି ନାହିଁ। ଏବେ ସୋସିଆଲ ମିଡିଆରେ ଏହି ମଡେଲ ପୁଣି ଥରେ ନିଜ ଜଲୱା ଦ୍ବାରା ଦର୍ଶକଙ୍କ ମଧ୍ୟରେ ହଇଚଇ ସୃଷ୍ଟି କରିଛନ୍ତି।

{"id":137525}

ତାଙ୍କର ସେକ୍ସି ଫଟୋ ଦେଖି ଲୋକେ ପାଗଳ ହୋଇଯାଆନ୍ତି। ହଲିଉଡର ଏହି ଚର୍ଚ୍ଚିତ ସେକ୍ସି ମଡେଲ ଜେସିକା ୱିଭର ନାଁରେ ପରିଚିତ। ଜେସିକାଙ୍କ ପପୁଲାରିଟି ସମଗ୍ର ବିଶ୍ବରେ ଛାଇ ଯାଇଛି।

{"id":137527,"width":583,"height":583}

ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କୁ ୬୪ ଲକ୍ଷରୁ ଅଧିକ ଲୋକେ ଫଲୋ କରନ୍ତି।

{"id":137526}

ଆଜିକାଲି ସେ ନିଜ ବୋଲ୍ଡ ଫଟୋ ପାଇଁ ଚର୍ଚ୍ଚାରେ ଅଛନ୍ତି। ଅଧିକାଂଶ ସମୟରେ ସେ ତାଙ୍କ ସେକ୍ସି  ଫଟୋ ସେୟାର କରନ୍ତି।   ନିଜର ଲକ୍ଷ ଲକ୍ଷ ଫ୍ୟାନ୍ସଙ୍କ ପାଇଁ ସେ ପ୍ରତିଦିନ ହଟ୍‌ ଫଟୋ ପୋଷ୍ଟ କରନ୍ତି। ଏଥର ମଧ୍ୟ ବିଭିନ୍ନ ପୋଜ୍‌ରେ ଥିବା ତାଙ୍କର ଆକର୍ଷିତ ଫଟୋ ଇଣ୍ଟରନେଟ୍‌ରେ ଧମାଲ କରୁଛି।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.