oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୧୧ କୋଭିଡ୍ ପଜିଟିଭ୍
  • ||
  • ଲମତାପୁଟ : କାରରୁ ୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର
  • ||
  • ଭୁବନେଶ୍ୱର : ବର୍ଷାରେ ଭିଜିବ ଦଶହରା, ୨ରେ ଆସୁଛି ଆଉ ଏକ ଲଘୁଚାପ !
  • ||

ଆଉ କିଛି ସମୟ ପରେ ଘୋଷଣା ହେବ ଜେଇଇ ମେନ ରେଜଲ୍ଟ, ଏହି ଓ୍ଵେବସାଇଟ୍‌କୁ ଯାଇ ଦେଖି ପାରିବେ ନିଜର ଫଳାଫଳ

14/09/2021 at 11:20 PM

ନୂଆଦିଲ୍ଲୀ ୧୪।୦୯: ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା  ଜେଇଇ ମେନ ୨୦୨୧ର ଚତୁର୍ଥ ସେସନର ଫଳାଫଳ ଆଜି ଘୋଷଣା କରାଯିବ। ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଆଜି ଜେଇଇ ମେନ ରେଜଲ୍ଟ ଘୋଷଣା କରାଯିବ। ଚଳିତ ବର୍ଷ ୭.୩୨ ଲକ୍ଷ ଛାତ୍ର-ଛାତ୍ରୀ ଜେଇଇ ପରୀକ୍ଷା ଦେଇଥିଲେ। ପରିଣାମ ଘୋଷଣା ପରେ ପରୀକ୍ଷାର୍ଥୀ ଜେଇଇ ମେନ ଓ୍ଵେବସାଇଟ୍ jeemain.nta.nic.inକୁ ଯାଇ ନିଜର ରେଜଲ୍ଟ ଦେଖି ପାରିବେ। ଜେଇଇ ମେନ ୨୦୨୧ ସେସନ ୪ର ପରୀକ୍ଷା ଅଗଷ୍ଟ ୨୬, ୨୭, ୩୧ ଓ ସେପ୍ଟେମ୍ବର ୨ରେ ହୋଇଥିଲା।  ଜେଇଇ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଫେବୃଆରୀ ଏବଂ ଦ୍ଵିତୀୟ ପର୍ଯ୍ୟାୟ ମ୍ୟାଚ୍‌ରେ ଆୟୋଜିତ ହୋଇଥିଲା।

   Related Posts