ପ୍ରକାଶ ପାଇଲା ଜେଇଇ (ମେନ୍) ସେସନ-୧ ରେଜଲ୍ଟ, ଓ୍ୱେବସାଇଟ୍ରେ ଦେଖିପାରିବେ ଛାତ୍ରଛାତ୍ରୀ
7/02/2023 at 9:06 AM

ଭୁବନେଶ୍ୱର ୦୭।୦୨ : ଜେଇଇ (ମେନ୍) ସେସନ-୧ ରେଜଲ୍ଟ ପ୍ରକାଶ । ରେଜଲ୍ଟ ପ୍ରକାଶ ନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିଂ ପକ୍ଷରୁ ସୂଚନା । ଯେଉଁମାନେ ଜାନୁଆରୀରେ ପରୀକ୍ଷା ଦେଇଥିଲେ । ସେମାନେ ରେଜଲ୍ଟ ଦେଖିପାରିବେ । ଅଫିସିଆଲ୍ ଓ୍ୱେବସାଇଟ୍ରେ ଉପଲବ୍ଧ ରେଜଲ୍ଟ (jeemain.nta.nic.in.)।
ଚଳିତ ଥର ୮. ୬ ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ଯାହାକି ପୂର୍ବ ରେକର୍ଡକୁ ଭାଙ୍ଗିଛି । ପୂର୍ବରୁ କୌଣସି ବର୍ଷ ଏତେ ପରିମାଣରେ ପରୀକ୍ଷାର୍ଥୀ ପରୀକ୍ଷା ଦେଇନଥିଲେ । ସେହିପରି ଆସନ୍ତା ୨ଦିନ ମଧ୍ୟରେ ଜେଇଇ (ମେନ୍) ସେସନ୍-୨ ଲାଗି ଆରମ୍ଭ ହେବ ରେଜିଷ୍ଟ୍ରେସନ ।
Related Posts
ସ୍କୁଲ୍ରେ ପଶିଲା କରୋନା: ୩୯ ଜଣ ଛାତ୍ରୀ କୋଭିଡ୍ ପଜିଟିଭ ଚିହ୍ନଟ
26 March 2023
ସଲମାନଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ
26 March 2023