ପ୍ରକାଶ ପାଇଲା JEE ଆଡଭାନ୍ସଡ ରେଜଲ୍ଟ, ମୋଟ୍ ୪୮୨୪୮ ପରୀକ୍ଷାର୍ଥୀ କୃତକାର୍ଯ୍ୟ

Published By : Prameya-News7 Bureau | June 09, 2024 IST

ଭୁବନେଶ୍ବର ୯।୬: ଜେଇଇ ଆଡଭାନ୍ସଡ୍ ପରୀକ୍ଷା ଫଳ ପ୍ରକାଶ ପାଇଛି । ଚଳିତ ବର୍ଷ ୧୮୦୨୦୦ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିଲେ । ଏମାନଙ୍କ ମଧ୍ୟରୁ ୪୮୨୪୮ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ୭୯୬୪ ଜଣ ଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । 

ଆଇଆଇଟି ଦିଲ୍ଲୀ ଜୋନ୍‌ର ବେଦ ଲାହୋଟି ସର୍ବଭାରତରେ ଟପ୍ପର ହୋଇଛନ୍ତି । ସେ ୩୬୦ରୁ ୩୫୫ ରାଙ୍କ ରଖିଛନ୍ତି । ଏପଟେ ଛାତ୍ରୀଙ୍କ ମଧ୍ୟରେ ଦ୍ବିଜା ଧର୍ମେଶକୁମାର ପଟେଲ ଆଇଆଇଟି ବମ୍ବେ ଜୋନ୍‌ରେ ଟପ୍ପର ହୋଇଛନ୍ତି । ସେ ୩୬୦ରୁ ୩୩୨ ରାଙ୍କ ରଖିଛନ୍ତି ।

You Can Read :

୧୨ରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ, ୧୧ରେ ବସିବ ବିଧାୟକ ଦଳ ବୈଠକ : ଯତୀନ ମହାନ୍ତି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.