ପ୍ରକାଶ ପାଇଲା ଜେଇଇ ଆଡ୍ଭାନ୍ସ ପରୀକ୍ଷା ଫଳ, ଓଡ଼ିଶାରୁ ଦିବ୍ୟାଂଶୁ ଟପ୍ପର
11/09/2022 at 3:51 PM

ଭୁବନେଶ୍ୱର, ୧୧/୦୯: ପ୍ରକାଶ ପାଇଛି ଜେଇଇ ଆଡ୍ଭାନ୍ସ ପରୀକ୍ଷା ଫଳ । ଏହି ସର୍ବ ଭରତୀୟ ପରୀକ୍ଷାରେ ୨୮୫ ନମ୍ୱର ରଖିଛନ୍ତି ଓଡ଼ିଆ ପୁଅ । ଏଥି ସହିତ ସର୍ବ ଭରତୀୟ ସ୍ତରରେ ୧୧ ରାଙ୍କ୍ ରଖି ଓଡ଼ିଆ ପୁଅ ଦିବ୍ୟାଂଶୁ ମାଲୁ ସଫଳତା ପାଇଛନ୍ତି । ଦିବ୍ୟାଂଶୁ ଓଡିଶାର ଟପ୍ପର ହୋଇଥିବା ଜଣାପଡ଼ିଛି ।
Related Posts
ନବ ଦାସ ହତ୍ୟା ମାମଲା, ଗୋପାଳ ଦାସକୁ କରାଯାଉଛି LVA ଟେଷ୍ଟ
6 February 2023
ମହୁମାଛି ଆକ୍ରମଣରେ ବାପ-ଝିଅ ଗୁରୁତର, ୧୦ ଆହତ
6 February 2023
ଭତ୍ତା ଆଣିବାକୁ ଯାଇଥିଲେ, ଧକ୍କା ଦେଲା କାର୍: ଚାଲିଗଲା ମହିଳାଙ୍କ ଜୀବନ
6 February 2023