AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡା:୮ ଦିନ ପରେ ବି ନବ ଦାସଙ୍କ ହତ୍ୟା ଘଟଣାରେ ପୋଲିସର ହାତ ଖାଲି
  • ||
  • ଭୂକମ୍ପରେ ଥରିଲା ତୁର୍କୀ, ରିକ୍ଟର ସ୍କେଲରେ ୭.୮ର ତ୍ରୀବତା ରେକର୍ଡ
  • ||

ପ୍ରକାଶ ପାଇଲା ଜେଇଇ ଆଡ୍‌ଭାନ୍ସ ପରୀକ୍ଷା ଫଳ, ଓଡ଼ିଶାରୁ ଦିବ୍ୟାଂଶୁ ଟପ୍ପର

11/09/2022 at 3:51 PM

ଭୁବନେଶ୍ୱର, ୧୧/୦୯: ପ୍ରକାଶ ପାଇଛି ଜେଇଇ ଆଡ୍‌ଭାନ୍ସ ପରୀକ୍ଷା ଫଳ । ଏହି ସର୍ବ ଭରତୀୟ ପରୀକ୍ଷାରେ ୨୮୫ ନମ୍ୱର ରଖିଛନ୍ତି ଓଡ଼ିଆ ପୁଅ । ଏଥି ସହିତ ସର୍ବ ଭରତୀୟ ସ୍ତରରେ ୧୧ ରାଙ୍କ୍‌ ରଖି ଓଡ଼ିଆ ପୁଅ ଦିବ୍ୟାଂଶୁ ମାଲୁ ସଫଳତା ପାଇଛନ୍ତି । ଦିବ୍ୟାଂଶୁ ଓଡିଶାର ଟପ୍ପର ହୋଇଥିବା ଜଣାପଡ଼ିଛି ।

   Related Posts