ବିଲ୍ କରାଇବା ପାଇଁ ଲାଞ୍ଚ ନେଉଛନ୍ତି କନିଷ୍ଠ ଯନ୍ତ୍ରୀ, ଭିଡିଓ ଭାଇରାଲ୍
6/05/2023 at 12:53 PM

ବୈପାରୀଗୁଡା ୬।୫: ଲାଞ୍ଚ ନେବା ବେଳେ କନିଷ୍ଠ ଯନ୍ତ୍ରୀଙ୍କ ଭିଡିଓ ଭାଇରାଲ୍ । କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ୍ ମାଠପୋଡା ପଞ୍ଚାୟତରେ କାର୍ଯ୍ୟରତ ଜଣେ କନିଷ୍ଠ ଯନ୍ତ୍ରୀ କାମର ବିଲ୍ କରାଇବା ପାଇଁ ଲାଞ୍ଚ ନେବାର ଭିଡିଓ ଭାଇରାଲ୍ ହୋଇଛି ।
ମାଠପୋଡା ପଞ୍ଚାୟତରେ କାର୍ଯ୍ୟରତ ଯନ୍ତ୍ରୀ ଜଣଙ୍କ ଜଣେ ଠିକାଦାରଙ୍କୁ ବିଲ୍ ପାସ୍ କରିବା ପାଇଁ ୧୦ ହଜାର ଟଙ୍କା ଦାବି କରିଥିଲେ । କିନ୍ତୁ ସେ ୫ ହଜାର ଟଙ୍କା ଦେଇଥିଲେ l ଭିଡିଓରେ ଯନ୍ତ୍ରୀ ଜଣଙ୍କ ଏତେ କମ୍ କ’ଣ ଆଉ ୫ ହଜାର କାଲି ଦେବ ବୋଲି କହୁଛନ୍ତି ।
Related Posts
ଗୁରୁବାର ବାହାରିବ +୨ କଳା ଏବଂ ଧନ୍ଦାମୂଳକ ରେଜଲ୍ଟ
7 June 2023
ଉଧାର ଟଙ୍କା ନଦେବାରୁ ନିର୍ମମ ହତ୍ୟା; ୨ ଅଭିଯୁକ୍ତ ଗିରଫ
7 June 2023