ଲାଞ୍ଚ ଅଭିଯୋଗରେ ଜେଇ ଗିରଫ

Published By : Prameya-News7 Bureau | May 04, 2018 IST

କାମାକ୍ଷାନଗର ଭୁବନ ବ୍ଲକ RWSS ଜେଇ ସୁଧାଂଶୁ ଶେଖର ସ୍ୱାଇଁ ୫ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଗୋବିନ୍ଦପୁର ମା ମଙ୍ଗଳ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କଠୁ ନେଉଥିଲେ ଲାଞ୍ଚ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.