ଭିଜିଲାନ୍ସ ପଞ୍ଝାରେ ଜେଇ : ଲାଞ୍ଚ ନେଇ ଧରା ପଡିଲେ ଜେଇ
22/07/2019 at 10:45 AM

କେନ୍ଦୁଝର ୨୨/୭: ଭିଜିଲାନ୍ସ ପଞ୍ଝାରେ ଜେଇ । ଲାଞ୍ଚ ନେଇ ଧରା ପଡିଲେ କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଜେଇ ବିଭୂତି ଭୂଷଣ ପଟ୍ଟନାୟକ । ସେ ୭୫୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ପିସି ବାବଦରେ ସେ ଜଣେ ଠିକାଦାରଙ୍କ ଠାରୁ ଟଙ୍କା ନେଉଥିଲେ।

Related Posts
ଆସୁଛି ଦୁଇଟି ଲଘୁଚାପ, ୪ରୁ ବଢିବ ବର୍ଷା
1 July 2022