oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୮ କୋଭିଡ୍ ପଜିଟିଭ୍
  • ||
  • ବୌଦ୍ଧ : ଲୁଗା ଶୁଖାଇବା ହେଲା କାଳ, ବିଦ୍ୟୁତ ଆଘାତରେ ଚାଲିଗଲା ତିନିଜଣଙ୍କ ଜୀବନ
  • ||
  • ଲଘୁଚାପ ପ୍ରଭାବରେ ଭିଜୁଛି ସାରା ରାଜ୍ୟ, ଭଦ୍ରକରେ ରେକର୍ଡ ସଂଖ୍ୟକ ବର୍ଷା
  • ||
  • ବାରାମୁଲ୍ଲାରେ ଶୋପିଆନ୍‌ରେ ଏନକାଉଣ୍ଟର: ୩ ଆତଙ୍କବାଦୀ ନିପାତ, ମୁଲୁରେ କମ୍ୱିଂ ଜାରି
  • ||

ରାସ୍ତା କାମରେ ନିୟୋଜିତ ଜେସିବି ସହ ଜଳିଗଲା ଟ୍ରାକ୍ଟର, କେହି ନିଆଁ ଲଗାଇଦେଇଥିବା ଅନୁମାନ

4/03/2022 at 9:42 AM

ଭଦ୍ରକ ୦୪/୦୩: ରାସ୍ତା କାମରେ ନିୟୋଜିତ ଟ୍ରାକ୍ଟର ଓ ଜେସିବି ଜଳିଗଲା । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ କେହି ଦୁର୍ବୃତ୍ତ ନିଆଁ ଲଗାଇଥିବା ସନ୍ଦେହ କରାଯାଉଛି । ସୂଚନାଯୋଗ୍ୟ ଯେ ଭଦ୍ରକ ଜିଲ୍ଲା ବନ୍ତ ଥାନା ଓଡ଼ଙ୍ଗଠାରେ ଏମିତି ଘଟଣା ସାମ୍ନାକୁ ଆସିଛି ।

ଓଡ଼ଙ୍ଗ ପଞ୍ଚାୟତର ସାବିତ୍ରୀଆଡ଼ି ଠାରେ ଜାମବଣି ଠାରୁ ସରମରା ପର୍ଯ୍ୟନ୍ତ ରାସ୍ତା କାମ ଚାଲିଛି । କାମ କରୁଥିବା ଲେବର ମାନେ କ୍ୟାମ୍ପ କରି ରହିବା ସହ ସ୍ଥାନୀୟ ଅଞ୍ଚଳରେ ଗାଡି ଗୁଡିକ ରଖିଥିଲେ । ବିଳମ୍ବିତ ରାତିରେ ନିଆଁ ଲାଗିଥିବା ଜାଣିବା ପାଇଁ ପାଇଥିଲେ ।

ଅଗ୍ନିକାଣ୍ଡ ରେ ଗୋଟିଏ ଜେସିବି ସମ୍ପୂର୍ଣ ଜଳିଯାଇଥିବା ବେଳେ ଦୁଇ ଗୋଟି ଟ୍ରାକ୍ଟର ଆଂଶିକ ଭାବେ ଜଳିଯାଇଛି । ତେବେ ଜେସିବି ଓ ଟ୍ରାକ୍ଟରରେ କେହି ଅଜଣା ଦୁର୍ବୁର୍ତ୍ତ ନିଆଁ ଲଗାଇଦେଇଥିବା ସନ୍ଦେହ କରାଯାଉଛି । ଅଗ୍ନିକାଣ୍ଡ ପରେ ଅଗ୍ନିଶମ ବାହିନୀ ନିଆଁ କୁ ଆୟତ୍ତ କରିଛି ।

   Related Posts