କାନ୍ଥ ଭୁଶୁଡି ୩ ଗୁରୁତର
1/06/2018 at 4:50 AM

ଜୟପୁର ଜୟନଗରରେ ଭୁଷୁଡିଲା କାନ୍ଥ,୩ ଗୁରୁତର ଆହତ । ଆହତମାନେ ହେଲେ ନନ୍ଦିନି ହରିଜନ, ଦାମ ହରିଜନ, ହେମ ହରିଜନ । ସମସ୍ତଙ୍କୁ ଚିକିତ୍ସା ପାଇଁ ଜୟପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘରେ ଶୋଇଥିବା ବେଳେ କାନ୍ଥ ଭୁଶୁଡି ପଡିଥିବା ଜଣାପଡିଥିବା ।
Related Posts
ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥ କାଠ
30 March 2023