ଜାମ୍ମୁ – କାଶ୍ମୀର ପୁଲୱାମାରେ ଗୁଳି ବିନିମୟ ; ୨ ସୁରକ୍ଷାକର୍ମୀ ସହିଦ
12/06/2018 at 10:33 AM

ଜାମ୍ମୁ – କାଶ୍ମୀର ପୁଲୱାମାରେ ଗୁଳି ବିନିମୟ ।ପୁଲୱାମା ଜିଲ୍ଲା କୋର୍ଟ ପରିସରକୁ ଜଗି ରହିଥିବା ଦୁଇ ଜଣ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ କରିଥିଲେ। ପୋଲିସ ଜବାବ ହମଲା କରିଥିଲା। ସୁରକ୍ଷାକର୍ମୀ -ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟରେ ଦୁଇ ଜଣ ସୁରକ୍ଷାକର୍ମୀ ସହିଦ ହୋଇଛନ୍ତି। ୧୦ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ହସ୍ପଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ପୁଲୱାମା ଅଞ୍ଚଳକୁ ସମ୍ପୂର୍ଣ୍ଣ ସିଲ୍ କରାଯାଇଛି। ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି।
Related Posts
ତିନି ଦିନିଆ ଭାରତ ଗସ୍ତରେ ଆସିବେ ଭୁଟାନ ରାଜା
1 April 2023