ଛୁଟି କଟାଇବାକୁ ଗାଁକୁ ଆସିଥିଲେ ଯବାନ: ସଡ଼କ ଦୁର୍ଘଟଣାରେ ଚାଲିଗଲା ଜୀବନ, ମୃତ୍ୟୁ ପୂର୍ବର ରିଲସ ଭାଇରାଲ୍

ବ୍ରହ୍ମପୁର ୨୭/୦୭: ଧରାକୋଟ ଥାନା ଅନ୍ତର୍ଗତ ବରଡାବିଲି ଠାରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଯବାନଙ୍କ ମୃତ୍ୟୁ ହୋଇଛି । ମୃତ ଯବାନ ଜଣକ ହେଲେ କୁଶରାଵ ଗ୍ରାମର ୨୫ ବର୍ଷୀୟ ଜିତେନ୍ଦ୍ର କୁମାର ପାଢୀ । ସେ ଗତ ଦୁଇ ବର୍ଷ ହେବ ସୀମା ସୁରକ୍ଷା ବଳରେ ପଞ୍ଜାବରେ କାର୍ଯ୍ୟ କରୁଥିଲେ । ଚଳିତ ମାସ ୬ ତାରିଖରେ ଗାଁକୁ ଛୁଟିରେ ଆସିଥିବା ବେଳେ ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି । ସୂଚନାଥାଉକି, … Continue reading ଛୁଟି କଟାଇବାକୁ ଗାଁକୁ ଆସିଥିଲେ ଯବାନ: ସଡ଼କ ଦୁର୍ଘଟଣାରେ ଚାଲିଗଲା ଜୀବନ, ମୃତ୍ୟୁ ପୂର୍ବର ରିଲସ ଭାଇରାଲ୍