ଟ୍ରିପଲ ସେଞ୍ଚୁରି ମାରିଲା ଶାହରୁଖଙ୍କ ‘ଜୱାନ’, ସାରା ବିଶ୍ଵରେ କଲାଣି ଏତିକି କୋଟି
ମୁମ୍ଵାଇ ୧୩।୦୯: ଭାରତୀୟ ସିନେମା ଇତିହାସରେ ଶାହାରୁଖ ଖାନଙ୍କ ଫିଲ୍ମ ‘ଜୱାନ’ର ନାମ ସ୍ମରଣୀୟ ହୋଇ ରହିବ। ‘ଜୱାନ୍’ର ଝଡ ସନ୍ନି ଦେଓଲଙ୍କ ଗଦର ୨, ବାହୁବଲୀ ୨ ଏବଂ ପଠାନ୍ ପରି ବ୍ଲକବଷ୍ଟର ଚଳଚ୍ଚିତ୍ରକୁ ପଛରେ ପକାଇଛି। ରୋଜଗାର ଦୃଷ୍ଟିରୁ ‘ଜୱାନ’ ଟ୍ରିପଲ୍ ସେଞ୍ଚୁରି ସ୍କୋର କରିବାରେ ଦ୍ରୁତତମ ଚଳଚ୍ଚିତ୍ର ହୋଇପାରିଛି। ଶାହାରୁଖ ଖାନ ଏବଂ ନୟନତାରାଙ୍କ ନୂଆ ଯୋଡି ପ୍ରଶଂସକଙ୍କ ହୃଦୟରେ ରାଜ୍ କରୁଛନ୍ତି। ୬ ଦିନରେ ବକ୍ସ ଅଫିସରେ ଜୱାନ ଏକ ବଡ … Continue reading ଟ୍ରିପଲ ସେଞ୍ଚୁରି ମାରିଲା ଶାହରୁଖଙ୍କ ‘ଜୱାନ’, ସାରା ବିଶ୍ଵରେ କଲାଣି ଏତିକି କୋଟି
Copy and paste this URL into your WordPress site to embed
Copy and paste this code into your site to embed