suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଧ୍ୟପ୍ରଦେଶ ମୁରୈନାରେ ଦୁର୍ଘଟଣା, ଏୟାରଫୋର୍ସର ସୁଖୋଇ-୩୦ ଓ ମିରାଜ୍-୨୦୦୦ ଫାଇଟର ଜେଟ୍ କ୍ରାସ୍
  • ||
  • ଜେରୁଜେଲମ୍‌ରେ ପ୍ରାର୍ଥନାସ୍ଥଳରେ ଆତଙ୍କୀ ହମଲା, ଗୁଳିମାଡ଼ରେ ୮ମୃତ
  • ||
  • କେନ୍ଦୁଝର: ବୋଲେରୋ ଓ ଅଟୋ ମୁହାଁମୁହିଁ ଧକ୍କା, ୩ ମୃତ ଗୁରୁତର
  • ||

ମଞ୍ଚ ଦୁଲୁକାଇଲେ ଯାତ୍ରା କଳାକାର: ବନ୍ତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

20/01/2019 at 4:34 PM

ଭଣ୍ଡାରୀପୋଖରୀ୨୦|୧: ମଞ୍ଚ ଦୁଲୁକାଇଲେ ଯାତ୍ରା କଳାକାର । ଯାତ୍ରା ନାୟକ , ନାୟିକା , ଖଳନାୟକ ଓ ହାସ୍ୟାଭିନେତା ଙ୍କ ସଂଳାପ ଥିଲା ଖୁବ ଆକର୍ଷଣୀୟ ।

ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଧନୀ ଓଝା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିଲେ ବିଭିନ୍ନ ଯାତ୍ରାଅନୁଷ୍ଠାନ ର କାଳାକାର ।

ବନ୍ତ ବ୍ଲକ  ଶିକ୍ଷାଧିକାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ନିଉଜ ସେଭେନ ର ଭଦ୍ରକ ଜିଲ୍ଲାପ୍ରତିନିଧି ସର୍ବେଶ୍ଵର ନାଥ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ ।

ଯାତ୍ରା ନାୟକ ନାୟିକା ଙ୍କ ସଂଳାପ ସହ ଖଳନାୟକ ଙ୍କ ଡାଇଲଗ ଓ ହାସ୍ୟଭିନେତାଙ୍କ କାମେଡିକୁ ଖୁବ ଉପୋଭୋଗ କରିଥିଲେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଓ ଅଭିଭାବକ ।

କୁନିକୁନି ପିଲା ମଧ୍ୟ ସାଂସ୍କୃତିକ କାର୍ଜ୍ୟକ୍ରମ ପରିବେଷଣ କରିଥିଲେ । ବିଦ୍ୟାଳୟ ତରଫରୁ କଳାକାର ମାନଙ୍କୁ ସମ୍ମାନୀତ କରାଯାଇଥିଲା ।

   Related Posts