ମଞ୍ଚ ଦୁଲୁକାଇଲେ ଯାତ୍ରା କଳାକାର: ବନ୍ତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

Published By : Prameya-News7 Bureau | January 20, 2019 IST

ଭଣ୍ଡାରୀପୋଖରୀ୨୦|୧: ମଞ୍ଚ ଦୁଲୁକାଇଲେ ଯାତ୍ରା କଳାକାର । ଯାତ୍ରା ନାୟକ , ନାୟିକା , ଖଳନାୟକ ଓ ହାସ୍ୟାଭିନେତା ଙ୍କ ସଂଳାପ ଥିଲା ଖୁବ ଆକର୍ଷଣୀୟ ।

{"id":76218}

ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଧନୀ ଓଝା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିଲେ ବିଭିନ୍ନ ଯାତ୍ରାଅନୁଷ୍ଠାନ ର କାଳାକାର ।

{"id":76220}

ବନ୍ତ ବ୍ଲକ  ଶିକ୍ଷାଧିକାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ନିଉଜ ସେଭେନ ର ଭଦ୍ରକ ଜିଲ୍ଲାପ୍ରତିନିଧି ସର୍ବେଶ୍ଵର ନାଥ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ ।

{"id":76221}

ଯାତ୍ରା ନାୟକ ନାୟିକା ଙ୍କ ସଂଳାପ ସହ ଖଳନାୟକ ଙ୍କ ଡାଇଲଗ ଓ ହାସ୍ୟଭିନେତାଙ୍କ କାମେଡିକୁ ଖୁବ ଉପୋଭୋଗ କରିଥିଲେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଓ ଅଭିଭାବକ ।

{"id":76222}

କୁନିକୁନି ପିଲା ମଧ୍ୟ ସାଂସ୍କୃତିକ କାର୍ଜ୍ୟକ୍ରମ ପରିବେଷଣ କରିଥିଲେ । ବିଦ୍ୟାଳୟ ତରଫରୁ କଳାକାର ମାନଙ୍କୁ ସମ୍ମାନୀତ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.