Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ୱାର୍ଲଡକପରେ ଶତକ ପରେ ଶତକ ବାଡଉଥିବା ଏହି ଧୁଆଁଧାର ବ୍ୟାଟ୍ସମ୍ୟାନ ମଧ୍ୟ ବାହାରିଲେ ଟିମରୁ

18/06/2019 at 1:03 PM

ଇଂଲଣ୍ଡର ଧୁଆଁଧାର ବ୍ୟାଟ୍ସମ୍ୟାନ ଜେସନ ରଏ ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ଖେଳିବେ ନାହିଁ । ଜେସନ ଗୋଟିଏ ସପ୍ତାହ ପାଇଁ ଟିମର୍ ରହିବେ ନାହିଁ । ୱେଷ୍ଟଇଣ୍ଡିଜ ବିପକ୍ଷରେ ମ୍ୟାଚ ଖେଳୁଥିବା ସମୟରେ ଜେସନ ପିଠିରେ ଆଘାତ ହୋଇଛି । ଯେଉଁଥିପାଇଁ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ସେ ଖେଳିପାରିବେ ନାହିଁ । ଜେସନ ଟିମରୁ ବାହାରିଯିବା ଫଳରେ ଟିମ ଦୁର୍ବଳ ପ୍ରଦର୍ଶନ କରିପାରେ । ଆଜି ଇଂଲଣ୍ଡ ଆଫଗାନିସ୍ତାନ ବିପକ୍ଷରେ ଖେଳିବ ।

ଆଜିର ମ୍ୟାଚ ପୁର୍ବରୁ ଜେସନ ଟିମରୁ ବାହାରି ଯାଇଛନ୍ତି । ଜୁନ ୨୧ ତାରିଖରେ ଇଂଲଣ୍ଡ ଶ୍ରୀଲଙ୍କା ବିପକ୍ଷରେ ଖେଳିବ । ଜୁନ ୨୫ ତାରିଖରେ ଟିମ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ । ଏହିଭଳି ସ୍ଥିତିରେ ଜେସନ ଟିମରୁ ବାହାରିଯିବାରୁ ଟିମ ଏକ ବଡ ଝଟକା ଲାଗିଛି ।

   Related Posts