ପୁରୁଷ ହକି ବିଶ୍ୱକପ୍ ୨୦୨୩: ଭୁବନେଶ୍ୱରରେ ପହଞ୍ଚିଲା ଜାପାନ୍ ହକି ଟିମ୍
9/01/2023 at 4:10 PM

ଭୁବନେଶ୍ୱର ୦୯/୦୧: ଭୁବନେଶ୍ୱରରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଛନ୍ତି ଜାପାନ ହକି ଟିମ। ଟିମରେ ଅଧିନାୟକ ସେରେନ ଟାନାକା ମଧ୍ୟ ସାମିଲ୍ ଅଛନ୍ତି। ପୁଲ୍ ବି’ରେ ଜାପାନ ସହିତ ବେଲଜିୟମ, ଜର୍ମାନୀ ଓ କୋରିଆ ରହିଛନ୍ତି। ପୁଲ ବି ରେ ଥିବା ୪ଟି ଦଳ ମଧ୍ୟରୁ ଜର୍ମାନୀ ଦୁଇଥର ଟାଇଟଲ ଜିତିଥିବାବେଳେ ବେଲଜିୟମ ଗୋଟିଏ ଥର ଟାଇଟଲ ହାସଲ କରିଛି। ଜର୍ମାନୀ ୨୦୦୨ ଏବଂ ୨୦୦୬ ରେ ଟାଇଟଲ ହାସଲ କରିଥିବାବେଳେ ବେଲଜିୟମ ୨୦୧୮ରେ ଟାଇଟଲକୁ ନିଜ ନାଁ କରିଥିଲା।
Related Posts
ଡାକ୍ତରଙ୍କ ଶତ ଚେଷ୍ଟା ବିଫଳ , ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ
29 January 2023