scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପରିବାର ସହ କାମ କରିବାକୁ ଇଚ୍ଛୁକ ଶ୍ରୀଦେବୀ ତନୟା, ଏହି ଫିଲ୍ମରେ ନଜର ଆସିବେ ଜାହ୍ନବୀ

19/07/2022 at 9:10 AM

ମୁମ୍ୱାଇ ୧୯/୦୭ : ଶ୍ରୀଦେବୀ ଓ ବୋନି କପୁରଙ୍କ ଝିଅ ଜାହ୍ନବୀ ବଲିଉଡରେ ଏବେ ନିଉ କମରଙ୍କ ମଧ୍ୟରୁ ଜଣେ । ଏବେ ସେ ଜଣେ ଲିଡ ଆକ୍ଟ୍ରେସ କହିଲେ ଚଳେ । ଏହାରି ଭିତରେ ସେ ନିଜର ଆଗାମୀ ଫିଲ୍ମ ପ୍ରମୋସନରେ ବ୍ୟସ୍ତ ଅଛନ୍ତି ।

ଜାହ୍ନବୀ ଖୁବଶୀଘ୍ର ଫିଲ୍ମ GOOD LUCK JERRYରେ ନଜର ଆସିବେ । ଫିଲ୍ମର ପ୍ରମୋସନରେ ଜାହ୍ନବୀ ବହୁତ ବିଜି ଅଛନ୍ତି । ନିକଟରେ ସେ ନିଜର ଫିଲ୍ମ ପ୍ରମୋସନରେ ଥିବା ସମୟରେ ଏତ ସାକ୍ଷାତକାରରେ କହିଥିଲେ ବହୁତ ସମୟ ଧରି ନିଜ ପରିବାର ସହ ସମୟ କାଟିପାରୁନାହିଁନ୍ତି ।
ପରିବାର ସହ କାମ କରିବାକୁ ଇଚ୍ଛୁକ ଜାହ୍ନବୀ:
ଜାହ୍ନବୀ କପୁରଙ୍କ ପିତା ବୋନୀ କପୁର ଜଣେ ଫିଲ୍ମ ନିର୍ମାତା । ଭାଇ ଅର୍ଜୁନ କାପୁର ଜଣେ ଇଭିନେତା । ଭଉଣୀ ନିଜର ଡେବ୍ୟୁ ଫିଲ୍ମ ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହାରି ଭତିରେ ଜାହ୍ନବୀ କହିଛନ୍ତି ଏହି ତିନିଜଣଙ୍କ ମଧ୍ୟରୁ କାହା ସହ ବି ସମତ କାଟି ପାରୁନାହିଁନ୍ତି । କାରଣ ସମସ୍ତେ ନିଜର ନିଜର ବିଜି ସିଡୁଲରେ ବ୍ୟସ୍ତ । ସେଥିପାଇଁ ସେ ତାଙ୍କ ପରିବାର ସହ କାମ କରିବାକୁ ଇଚ୍ଛୁକ ।

କାରଣ ଏପରି ହେଲେ ସମସ୍ତେ ଗୋଟିଏ ସ୍ଥାନରେ ଏକାଠି ରହିବେ । ଜାହ୍ନବୀ ତାଙ୍କ ବାପା ବୋନୀ କପୁରଙ୍କ ସହ କାଟିଥିବା ସମୟକୁ ମନେପକାଇ ଭାବବିହ୍ୱଳ ହୋଇଥିଲେ । ସେ କହିଥିଲେ ବୋନୀଙ୍କ ସହ ସେ ସେତେବେଳେ ସମୟ କାଟିଥିଲେ ଯେତେବେଳେ ସେ ଫିଲ୍ମ ‘ମିଲ୍ଲୀ’ରେ ଏକାଠି କାମ କରୁଥିଲେ ।

   Related Posts