ଜନନୀ ଯନ୍ତ୍ରଣା – ୫ କିଲୋମିଟର ଚାଲିବା ପରେ ନଦୀଭିତରେ ଏମିତି ଆସିଥିଲେ ଗର୍ଭବତୀ ମହିଳା

Published By : Prameya-News7 Bureau | December 21, 2019 IST

ରାୟଗଡା ୨୧।୧୨ - ପୁଣି ଜନନୀ ଯନ୍ତ୍ରଣା । ରାସ୍ତା ନଥିବାରୁ ୫ କିଲେ।ମିଟର ଚାଲି ଚାଲି ଆସିଲେ ଗର୍ଭବତୀ ମହିଳା । ଘଟଣା ରାୟଗଡା ଜିଲ୍ଲା ସଦରମହକୁମା ସାରାପାଡି ଗାଁର । ଗର୍ଭବତୀ ମହିଳା ଜଣକ ହେଲେ ସୁନ ହୁଇକା। ଆଜି ସକାଳୁ ସୁନଙ୍କ ଗର୍ଭ ଯନ୍ତ୍ରଣା ହୋଇଥିଲା। କିନ୍ତୁ ଗାଁ ରୁ ରାସ୍ତା ନଥିବା ଯୋଗୁଁ ୫ କିଲୋମିଟର ବାଟ ଚାଲି ଚାଲି ଆସିଥିଲେ।

{"id":200708,"sizeSlug":"large"}

 ଏଭଳିକି ରାସ୍ତାରେ ଝଞ୍ଜାବତି ନଦୀ ଭିତରେ ଭରା ପାଣିରେ ନଦୀ ପାର ହୋଇ ନିଜେ ଆସିଥିଲେ ଗର୍ଭବତୀ। ବହୁ କଷ୍ଟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ।

{"id":200715,"sizeSlug":"large"}

 ଚିକିତ୍ସାଳୟରେ ସେ ଗୋଟିଏ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ବାରମ୍ବାର ରାୟଗଡା ଜିଲ୍ଲାରେ ,ଭଳି ଚିତ୍ର ଦେଖିବାକୁ ମିଳୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.