ସୋଫିଆନାରେ ସୁରକ୍ଷାକର୍ମୀ ଆତଙ୍କବାଦୀ ଗୁଳିବିନିମୟ ; ୫ ଆତଙ୍କୀ ନିହତ
6/05/2018 at 1:03 PM

ଜାମ୍ମୁ କାଶ୍ମୀର ସୋଫିଆନାରେ ସେନାକୁ ବଡ ସଫଳତା .. ..ସୁରକ୍ଷାକର୍ମୀଙ୍କ ଗୁଳିରେ ହିଜବୁଲ୍ କମାଣ୍ଡର ସଦ୍ଦାମଙ୍କ ସହ ୫ ଆତଙ୍କୀ ନିହତ.. ..ଗୁଳି ବିନିମୟ ବେଳେ ଜଣେ ପୋଲିସ ଓ ଜଣେ ଯବାନ ଆହତ ହୋଇଛନ୍ତି .. .. ମୃତକଙ୍କ ମଧ୍ୟରେ ପ୍ରଫେସର ଟେରୋରିଷ୍ଟ.. .. ସଦ୍ଦାମର ମୃତ୍ୟୁ ପରେ ବୁରହାନ ଓ୍ବାନୀ ଗ୍ୟାଙ୍ଗ ସଫା.. ..